ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ ,ମିଳିଲା ଧମକ ପୂର୍ଣ୍ଣ ଚିଠି
ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ ,ମିଳିଲା ଧମକ ପୂର୍ଣ୍ଣ ଚିଠି.
ମୁମ୍ବାଇ:ସଲମାନଙ୍କ ଖାନଙ୍କ ପରେ ଏବେ ତାଙ୍କ ଓକିଲ ହସ୍ତମଲ ସାରସ୍ୱତଙ୍କୁ ହତ୍ୟା ଧମକ ।ଏକ ଧମକ ପୂର୍ଣ୍ଣ ଚିଠି ମିଳିଛି ଦବଙ୍ଗ ଖାନଙ୍କ ଓକିଲଙ୍କୁ । ଜୋଧପୁର ହାଇକୋର୍ଟର ଜୁବଲି ଚାମ୍ବରରୁ ହସ୍ତମଲଙ୍କୁ ଏହି ଚିଠି ମିଳିଛି ।ଯାହ ପରେ କଡାକଡି କରାଯାଇଛି ଓକିଲ ହସ୍ତମଲଙ୍କ ସୁରକ୍ଷା ବ୍ୟବସ୍ତା । ପୂର୍ବରୁ ସଲମାନଙ୍କ ପିତା ସଲିମ ଖାନଙ୍କୁ ମଧ୍ୟ ମିଳିଥିଲା ।

ସୂଚନାଯୋଗ୍ୟ ଯେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା । ପଚାରଉଚରା ବେଳେ ଗ୍ୟାଙ୍ଗର ଲୋକେ
ମୁସେୱାଲାଙ୍କୁ ହତ୍ୟା କରିଛନ୍ତି ବୋଲି ଲରେନ୍ସ ଦିଲ୍ଲୀ ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲା । ଏପଟେ ସଲମାନଙ୍କ ଓକିଲଙ୍କୁ ମିଳିଥିବା ଚିଠିରେ ମଧ୍ୟ ଲରେନ୍ସ ଓ ତାଙ୍କ ଗ୍ୟାଙ୍ଗର ଚର୍ଚ୍ଚା ହୋଇଛି ।ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଓକିଲ ହସ୍ତମଲଙ୍କୁ ହତ୍ୟା ଧମକ ମିଳିଥିଲା ।
ତେବେ ଏହି ମାମଲାର ଛାନବିନ ଆରମ୍ଭ ହେବା ସହ ପୁଲିସର ଗୁଇନ୍ଦା ବିଭାଗର ରହିଛି ନଜର । ଏହା ସହ ଓକିଲ ହସ୍ତମଲ ସାରସ୍ୱତଙ୍କ ସୁରକ୍ଷା ବଧ୍ୟ ବଢାଇଦିଆଯାଇଛି ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications