ରିଲିଜ୍ ପୂର୍ବରୁ ଜବରଦସ୍ତ ଆୟ କରୁଛି ସଲମାନଙ୍କ ଫିଲ୍ମ 'ସିକନ୍ଦର'
Sikandar: ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ସିକନ୍ଦର'ଚଳିତ ବର୍ଷ ବହୁ ପ୍ରତିକ୍ଷିତ ସିନେମା ମଧ୍ୟରୁ ଗୋଟିଏ । ବଲିଉଡର ଭାଇଜାନଙ୍କ ଏହି ଫିଲ୍ମର ରିଲିଜକୁ ଦର୍ଶକ ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମର ଟିଜର ରିଲିଜ୍ ହୋଇ ଯାଇଛି ଯାହା ଫ୍ୟାନ୍ସଙ୍କ ଉତ୍ସାହକୁ ବଢାଇ ଦେଇଛି ।
ଏହି ଫିଲ୍ମ ଇଦ୍ ରିଲିଜ୍ ହେବ ଏବଂ ବକ୍ସ ଅଫିସରେ ବମ୍ପର ଆୟ କରିବ ବୋଲି ଆଶା କରାଯାଉଛି। ଏହାରି ମଧ୍ୟରେ ଏକ ରିପୋର୍ଟ ଅନୁଯାୟୀ, 'ସିକନ୍ଦର' ରିଲିଜ୍ ପୂର୍ବରୁ ହିଁ ଏହାର ବଜେଟ୍ ର 80 ପ୍ରତିଶତ ଆୟ କରି ସାରିଛି । ପ୍ରକୃତରେ, ଏକ ଜାତିୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ 'ସିକନ୍ଦର' ରିଲିଜ୍ ପୂର୍ବରୁ ହିଁ ଏହାର ବଜେଟର 80 ପ୍ରତିଶତ ବ୍ୟବସାୟ କରିସାରିଛି ।

ପୋର୍ଟାଲର ରିପୋର୍ଟ ଅନୁଯାୟୀ, ସୂତ୍ର ଅନୁଯାୟୀ 'ସିକନ୍ଦର' ଏହାର ଡିଜିଟାଲ ସାଟେଲାଇଟ୍ ଏବଂ ସଂଗୀତ ଅଧିକାର ପାଇଁ ପ୍ରାୟ 165 କୋଟି ଟଙ୍କା ପାଇଛି ଫିଲ୍ମର ବକ୍ସ ଅଫିସ ପ୍ରଦର୍ଶନ ଉପରେ ନିର୍ଭର କରି ଏହି ସଂଖ୍ୟାଗୁଡ଼ିକ ବୃଦ୍ଧି ପାଇପାରେ। ରିପୋର୍ଟ ଅନୁଯାୟୀ, OTT ପ୍ଲାଟଫର୍ମ Netflix 'ସିକନ୍ଦର'ର ଷ୍ଟ୍ରିମିଂ ଅଧିକାରକୁ 85 କୋଟି ଟଙ୍କାର ମୂଳ ମୂଲ୍ୟରେ ଅଧିଗ୍ରହଣ କରିଛି। ଯଦି ଫିଲ୍ମଟି 350 କୋଟି ଟଙ୍କା ରୋଜଗାର କରେ, ତେବେ OTT ରାଇଟ୍ସ 100 କୋଟି ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications