For Quick Alerts
Turn On Notification  
For Daily Alerts
Oneindia App Download

ଆଇସୋଲେସନରେ ସଲମାନ ଖାନ

ଆଇସୋଲେସନରେ ସଲମାନ ଖାନ

|

ମୁମ୍ବାଇ : ବିଗତ ଦିନମାନଙ୍କରେ ବଲିଉଡର ଅନେକ କଳାକାର କରୋନା ସଂକ୍ରମଣ ହେବା ନେଇ ଖବର ଆସିଛି । ଏବେ ଯେଉଁ ଖବର ବଲିଉଡ୍ ଓ କରୋନାକୁ ନେଇ ଆସିଛି ତାହା ଲକ୍ଷାଧିକ ଫ୍ୟାନ୍ସକୁ ଚିନ୍ତାରେ ପକାଇ ଦେଇଛି । ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନ ଏବେ ଆଇସୋଲେସନରେ । ଖବର ଅନୁସାରେ ନିକଟରେ ସଲମାନ ଖାନଙ୍କ ଡ୍ରାଇଭର କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଅନ୍ୟମାନଙ୍କର କରୋନା ପରୀକ୍ଷା କରାଯାଇଥିଲା ।

ସଲମାନ ଖାନ୍

ଯେଉଁଥିରେ ସଲମାନଙ୍କ ଦୁଇ ଜଣ ଷ୍ଟାଫ୍ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ରିପୋର୍ଟ ପଜେଟିଭ୍ ଆସିବା ପରେ ସଲମାନ ଖାନ୍ ନିଜକୁ ଆଇସୋଲେସନରେ ରଖିଛନ୍ତି । ଏଠାରେ ସୂଚନାଥାଉକି, ସଲମାନ ବିଗବସ ସିଜନ-14ର ହୋଷ୍ଟ ମଧ୍ୟ ଅଛନ୍ତି । ତେଣୁ ଆଗାମୀ ଦିନରେ ସେ ଏହି ସୋ'ର ହୋଷ୍ଟିଂ କରିବେ ନା ନାହିଁ ସେନେଇ ଜଣାପଡି ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Salman Khan is in Isolation
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X