Salman Khan: ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କୁ ପୁଣି ହତ୍ୟା ଧମକ
ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କୁ ପୁଣି ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ପୁଣି ହତ୍ୟା ଧମକ ।ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମ୍କୁ ଆସିଛି ଧମକପୂର୍ଣ୍ଣ ମେସେଜ୍। ୱାର୍ଲି ଥାନାରେ ମାମଲା ରୁଜୁ, ପୋଲିସର ଛାନ୍ଭିନ୍ ।













Click it and Unblock the Notifications