୫୮ ବର୍ଷରେ ପାଦ ରଖିଲେ ଭାଇଜାନ

Salman Khan 58th Birthday: ସୁପରଷ୍ଟାର ସଲମାନ ଖାନ ଆଜି ନିଜର 58 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପରିବାର, ପ୍ରଶଂସକ ଏବଂ ବଲିଉଡର ଅନେକ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି । ଗତକାଲି ରାତିରେ ସଲମାନ ଖାନ ତାଙ୍କ ଭାଣିଜୀ, ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ନିଜ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି । ଯାହା ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Salman Khan_Birthday

ସଲମାନ ଖାନ ତାଙ୍କ ଭାଣିଜି ଆୟତଙ୍କ ସହ କେକ୍ କାଟି ନିଜର 58 ତମ ଜନ୍ମଦିନ ପାଳନ କରିଥିଲେ। ଭାଇରାଲ ଭିଡିଓରେ ବଲିଉଡର ସୁଲତାନ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ନଜର ଆସୁଛନ୍ତି । ସଲମାନ ଖାନଙ୍କ ଜନ୍ମଦିନ ପାର୍ଟିରେ ଲୁଲିଆ ଭନ୍ତୁର, ଅରବାଜ ଖାନ, ଅରହାନ ଖାନ, ହେଲେନ, ଅଲଭିରା ଖାନ ଅଗ୍ନିହୋତ୍ରୀ, ଆୟୁଷ ଶର୍ମା, ଅର୍ପିତା ଖାନ ଶର୍ମା, ବବି ଦେଓଲଙ୍କ ସମେତ ଅନେକ ସେଲିବ୍ରେଟ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+