କଳା ହରିଣରେ ଶିକାର କରି ନାହାଁନ୍ତି ସଲମାନ, ସେ ଭୁଲ ମାଗିବେ ନାହିଁ :ସଲିମ୍ ଖାନ

ସଲମାନ ଖାନଙ୍କ ପିତା ସଲିମ ଖାନ ଦାବି କରିଛନ୍ତି ଯେ ତାଙ୍କ ପୁଅ କଳା ହରିଣକ ଶିକାର କରିନାହାଁନ୍ତି। ଏହି ଧମକ ଯୋଗୁଁ ତାଙ୍କ ପୁରା ପରିବାର ଅସୁବିଧାରେ ପଡିଛନ୍ତି। ଏବେ ବିଷ୍ଣୌଇ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେନ୍ଦ୍ର ବୁଠିଆଙ୍କ ପ୍ରତିକ୍ରିୟା ଆସିଛି। ସେ ସଲମାନ ଖାନ ଏବଂ ତାଙ୍କ ପରିବାରକୁ 'ଏକ ନମ୍ବର ମିଥ୍ୟାବାଦୀ' ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ଖାନ ପରିବାରର ଦ୍ୱିତୀୟ ଅପରାଧ।













Click it and Unblock the Notifications