ସବ୍ୟଅର୍ଚ୍ଚିତା: 'ମୁଁ ସପନର ସୌଦାଗର' ଠୁ 'ଛାତି ତଳେ ଡିଙ୍ଗ୍ ଡଙ୍ଗ୍', ସବ୍ୟ-ଅର୍ଚ୍ଚିତାଙ୍କ ସୁପରହିଟ ଫିଲ୍ମ ଲିଷ୍ଟ
ଏହି କ୍ୟୁଟ କପଲଙ୍କ ଆଜି ବିବାହ ଦିନରେ ମନେ ପକାଇବା ଦୁହିଁଙ୍କ କିଛି ସୁପରହିଟ ଫିଲ୍ମ ।
Sabyarchita: ଏବେ ରିଲ ନୁହେଁ ରିଲ ଲାଇଫ କପୁଲ ବନିବାକୁ ଯାଉଛନ୍ତି ଓଲିଉଡର ଚର୍ଚ୍ଚିତ ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ । ଆଜି ରାଜସ୍ଥାନରେ ଡେଷ୍ଟିନେସନ ୱେଡିଂ କରିବାକୁ ଯାଉଛନ୍ତି ଏହି କପଲ । ଗତକାଲି ସୋସିଆଲ ମିଡିଆରେ ନିଜ ବିବାହର ସୂଚନା ଦେଇ ଫ୍ୟାନ୍ସଙ୍କୁ ଚକି ତ କରି ଦେଇଛନ୍ତି ଏହି ଯୋଡି । ତେବେ ଏହି କ୍ୟୁଟ କପଲଙ୍କ ଆଜି ବିବାହ ଦିନରେ ମନେ ପକାଇବା ଦୁହିଁଙ୍କ କିଛି ସୁପରହିଟ ଫିଲ୍ମ ।

ଦୁଇ ବର୍ଷ ପୂର୍ବେ ସବ୍ୟସାଚୀଙ୍କ ପୂର୍ବରୁ ଓଡିଆ ଫିଲ୍ମ ଜଗତରେ ପାଦ ଥାପିଥିଲେ ଅର୍ଚ୍ଚିତା । ତେବେ ଦୁହିଁ ପ୍ରଥମ ଫିଲ୍ମ ଥିଲା ମୁଁ ସପନର ସୌଦାଗର । ଯାହା 2008 ମସିହାରେ ରିଲିଜ ହୋଇଥିଲା । ଯେଉଁଥିରେ ସବ୍ୟ ଏକ ନେଗଟିଭ କ୍ୟାରେକ୍ଟରେ ନଜର ଆସିଥିଲେ । ସେହିପରି ଦୁହିଁଙ୍କ ଯୋଡିରେ ରିଲିଜ ହୋଇଥିବା ଶେଷ ଫିଲ୍ମ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ।
ସବ୍ୟସାଚୀ ମିଶ୍ର-ଅର୍ଚ୍ଚିତା ସାହୁଙ୍କ ଫିଲ୍ମ ତାଲିକା:

- 2008- ମୁଁ ସପନର ସୌଦାଗର ତୋ ବିନା ଭଲ ଲାଗେନା
- 2008- ମୋତେ ଆଣି ଦେ ଲକ୍ଷେ ଫଗୁଣ
- 2009- ପାଗଳ କରିଛି ପାଉଞ୍ଜି ତୋରା
- 2009 - କେଉଁ ଦୁନିଅରୁ ଆସିଲା ବନ୍ଧୁ
- 2010- ତୋର ମୋର ଯୋଡି ସୁନ୍ଦର
- 2012- କେବେ ତମେ ନାହଁ କେବେ ମୁଁ ନାହିଁ
- 2012- ରଜା ଝିଅ ସାଙ୍ଗେ ହୋଇଗଲା ଭାବ
- 2013 - ମୁଁ ଏକା ତୁମର
- 2014 - ସ୍ମାଇଲ ପ୍ଲିଜ
- 2015 - ପିଲାଟା ବିଗିଡି ଗଲା
- 2016 - ହେଲା ମୋତେ ପ୍ରେମ ଜ୍ୱର
- 2016 - ବାଏ ବାଏ ଦୁବାଇ
- 2016 - ଛାତି ତଳେ ଡିଙ୍ଗ୍ ଡଙ୍ଗ
More From
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications