Get Updates
Get notified of breaking news, exclusive insights, and must-see stories!

ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା

ଖୁସି ଖବର ଦେଲେ ଓଲିଉଡ୍ର ଷ୍ଟାର ଦମ୍ପତ୍ତି । ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା । ପୁତ୍ର ସନ୍ତାନର ବାପା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ମାଆ ହେଲେ ଅଭିନେତ୍ରୀ ଅର୍ଚ୍ଚିତା।

Sabyasachi Archita

ପୁଅ ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ଜାହିର କରିଛନ୍ତି ସବ୍ୟସାଚୀ । ଏଥିସହ କାଳିଆ ଆସିଲା ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ସବ୍ୟସାଚୀ ।ତାଙ୍କ କୁନି ପୁଅକୁ ଆଶୀର୍ବାଦ କରିବାକୁ ସେ ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+