ବଲିଉଡର ଜଣାଶୁଣା ଅଭିନେତା ରିୟୋ କପାଡିଆଙ୍କ ମୃତ୍ୟୁ
ମୁମ୍ବାଇ: 'ଦିଲ ଚାହା ହୈ' 'ଚକ ଦେ ଇଣ୍ଡିଆ' ଚଳଚ୍ଚିତ୍ରରେ ଲୋକପ୍ରିୟ ହାସଲ କରିଥିବା ଅଭିନେତା ରିୟୋ କପାଡିଆଙ୍କ ପରଲୋକ । 66 ବର୍ଷ ବୟସରେ ଅଭିନେତାଙ୍କର ମୃତ୍ୟୁ ହୋଇଛି । ଅଭିନେତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଛି । ଅଭିନେତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସୂଚନା ଦେଇଛନ୍ତି ଯେ, ଅଭିନେତା 13 ସେପ୍ଟେମ୍ବର 2023 ଗୁରୁବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ତେବେ ତାଙ୍କର ମୃତ୍ୟୁ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ରିୟୋଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ରହିଛି । ରିୟୋ ଆମୀର ଖାନ, ଶାହାରୁଖ ଖାନଙ୍କ ପରି ଅଭିନେତାଙ୍କ କାମ କରିଛନ୍ତି ।












Click it and Unblock the Notifications