ସୁଶାନ୍ତଙ୍କ ମୃତ୍ୟୁ ପରେ ପୁଣି ପ୍ରେମରେ ପଡିଲେ ରିୟା ଚକ୍ରବର୍ତ୍ତୀ, ଏହି ବ୍ୟବସାୟୀଙ୍କୁ କରୁଛନ୍ତି ଡେଟ୍
Rhea Chakraborty New Boyfriend: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନା ହେଡଲାଇନରେ ରହିଥିଲା । ଏପରିକି ରିୟାଙ୍କୁ ଜେସ୍ ଯିବା ପାଇଁ ମଧ୍ୟ ପଡିଥିଲା । ରିୟା ସୁଶାନ୍ତଙ୍କୁ ଜବରଦସ୍ତି ଡ୍ରଗ୍ସ ଏବଂ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ହୋଇଥିଲା । ଏବେ ପୁଣି ରିୟା ଚକ୍ରବର୍ତ୍ତୀ ନିଜ ଲଭ୍ ଲାଇଫକୁ ନେଇ ସୋସିଆଲ ମିଡିଆରେ ଅଛନ୍ତି ଚର୍ଚ୍ଚାରେ । ବର୍ତ୍ତମାନ ସେ ଜଣେ ବିଲିୟନେୟାର ବ୍ୟବସାୟୀଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି ।
ରିୟା ଚକ୍ରବର୍ତ୍ତୀ ବ୍ୟବସାୟୀ ନିଖିଲ କାମାଥଙ୍କୁ ଡେଟ କରୁଛନ୍ତି । ନିଖିଲ ଭାରତୀୟ ଷ୍ଟକ୍ କମ୍ପାନୀ 'Zerodha'ର କୋ -ଫାଉଣ୍ତର ।
ଆଜିକାଲି ରିୟାଲିଟି ସୋ 'ରୋଡିଜ୍'ରେ ରିୟାଙ୍କ ଜଲୱା ଦେଖିବା ପାଇଁ ମିଳୁଛି । ଏହି ବ୍ୟବସାୟୀଙ୍କୁ ରିୟା ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ପୂର୍ବରୁ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ସୋହେଲ ଖାନଙ୍କ ପୂର୍ବତନ ପତ୍ନୀ ସୀମାଙ୍କ ଭାଇ ବଣ୍ଟି ସାଜଦେହଙ୍କ ସହ ମଧ୍ୟ ରିୟାଙ୍କ ସମ୍ପର୍କ ଥିଲା । ସେହିପରି ନିଖିଲ ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଶି ଚିଲରଙ୍କୁ ଡେଟ କରିଥିବା ନେଇ ଆଲୋଚନା ଜୋର ଧରିଥିଲା ।

ଯେତେବେଳେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଥିଲା, ସେତେବେଳେ ରିୟା ଚକ୍ରବର୍ତ୍ତୀ ତାଙ୍କ ପ୍ରେମିକା ଥିଲେ। ସୁଶାନ୍ତଙ୍କ ପିତା କେ.କେ ସିଂ ରିୟାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ ଏବଂ ଅଭିନେତ୍ରୀଙ୍କ ବିରୋଧରେ ପୋଲିସ ଅଭିଯୋଗ ମଧ୍ୟ କରିଥିଲେ। ଏହା ପରେ ରିୟାଙ୍କୁ ସୁଶାନ୍ତ ମାମଲାରେ ଜେଲ ଯିବାକୁ ପଡିଥିଲା । ସେତେବେଳେ ମଧ୍ୟ ଲୋକେ ରିୟାଙ୍କୁ ସମାଲୋଚନା କରିଥିଲେ । ହେଲେ ରିୟା ଏବଂ ତାଙ୍କ ଭାଇ ଜେଲରୁ ବାହାରି ପରେ ଧିରେ ଧିରେ ସବୁ କିଛି ସ୍ୱାଭାବିକ ହୋଇଥିଲା ।
ବର୍ତ୍ତମାନ ପୁଣି ଥରେ ରିୟା ଚକ୍ରବର୍ତ୍ତୀ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କୁହାଯାଉଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଜୀବନରେ ଆଗକୁ ବଢିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିୟାଙ୍କ ଜୀବନରେ ପ୍ରେମ ପୁଣି ଥରେ ଫେରିଆସିଛି । ସେ ପ୍ରସିଦ୍ଧ ବ୍ୟବସାୟୀ ନିଖିଲ କାମାଥଙ୍କ ପ୍ରେମରେ ପଡିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications