ରାଣୀ ସାଜିଲେ ଐଶ୍ୱର୍ଯ୍ୟା, 'ପୋନ୍ନିୟିନ ସେଲବନ' ପୋଷ୍ଟର ରିଲିଜ
release of 'Ponynin Selvan' posterସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ମଣିରତ୍ନମଙ୍କ ତମିଲ୍ ଫିଲ୍ମ 'Ponniyin Selvan'କୁ ଦର୍ଶକ ଅନେକ ଦିନ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଯେଉଁଥିରେ ଦୀର୍ଘ ଦିନପରେ ପୁଣି ଦେଖିବା ପାଇଁ ମିଳିବ ଐଶ୍ୱର୍ଯ୍ୟାଙ୍କୁ
ମୁମ୍ବାଇ:ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ସାଉଥି ଚଳଚ୍ଚିତ୍ର 'ପୋନ୍ନିୟିନ ସେଲବନ'ଏକ ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ଖୁବ ସୁନ୍ଦର ଆକର୍ଷଣୀୟ ରହିଛି ଐଶ୍ୱର୍ଯ୍ୟା ଲୁକ୍ । ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ମଣିରତ୍ନମଙ୍କ ତମିଲ୍ ଫିଲ୍ମ 'Ponniyin Selvan'କୁ ଦର୍ଶକ ଅନେକ ଦିନ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଯେଉଁଥିରେ ଦୀର୍ଘ ଦିନପରେ ପୁଣି ଦେଖିବା ପାଇଁ ମିଳିବ ଐଶ୍ୱର୍ଯ୍ୟାଙ୍କୁ । ଯେଉଁଥିରେ ସେ ମହାରାଣୀ ନନ୍ଦିନୀଙ୍କ ଭୂମିକାରେ ନଜର ଆସିବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ତେବେ ଏହି ଫିଲ୍ମର କାହାଣୀ ଦଶମ ଶତାଦ୍ଦିର ଏକ ପିରିୟଡ ଡ୍ରାମା ଉପରେ ଆଧାରି ।
Vengeance has a beautiful face! Meet Nandini, the Queen of Pazhuvoor! #PS1 releasing in theatres on 30th September in Tamil, Hindi, Telugu, Malayalam and Kannada. 🗡@madrastalkies_ #ManiRatnam @arrahman pic.twitter.com/HUD6c2DHiv
— Lyca Productions (@LycaProductions) July 6, 2022
ନିକଟରେ ଚଳଚ୍ଚିତ୍ରର ନିର୍ମାତା ଫିଲ୍ମର ଏକ ପୋଷ୍ଟର ରିଲିଜ କରିଥିଲେ । ଯେଉଁଥିରେ ଐଶ୍ୱର୍ଯ୍ୟା ଜଣେ ରାଣୀଙ୍କ ପରି ସଜେଇ ହୋଇଛନ୍ତି ।ଏଲୱାଇସି ପ୍ରଡକ୍ସନ ତରଫରୁ ଏହି ପୋଷ୍ଟରକୁ ଟ୍ୱିଟରରେ ସେୟାର କରାଯାଇଥିଲା ।ତେବେ ସବୁଠୁ ଖାସ ଥିଲା ପୋଷ୍ଟର ତଳେ ଲେଖାଯାଇଥିବା କ୍ୟାପସନ୍ ..ଯେଉଁଥିରେ ଲେଖାଯାଇଛି 'ପ୍ରତିଶୋଧର ଏକ ସୁନ୍ଦର ଚେହେରା '।ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କର ଏହି ଲୁକକୁ ସବୁଠି ପ୍ରଶଂସା କରାଯାଉଛି ।ତା ସହ ସୋସିଆଲ ମିଡିଆରେ ମଧ୍ୟ
ଖୁବ ଭାଇରାଲ ହେବାରେ ଲାଗିଛି ଏହି ପୋଷ୍ଟର ।

ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ 'Ponniyin Selvan 1'ରିଲିଜ ପୂର୍ବରୁ ହଁ ଚର୍ଚ୍ଚାରେ ରହିଛି ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ସମେତ ବିକ୍ରମ, ଜୟମ ରବି, ତ୍ରିଶା, ସରଥ କୁମାର, ରହମନ ପ୍ରମୁଖ କଳାକାର ନଜର ଆସିବେ । ତେବେ ଫିଲ୍ମର ପ୍ରଥମ ଭାଗ ସେପ୍ଟେମ୍ବର ୩୦ରେ ହିନ୍ଦୀ ,କନ୍ନଡ଼,ଓ ମଲାୟଲମ୍ ଭାଷାରେ ରିଲିଜ ହେବ ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ










Click it and Unblock the Notifications