ଦୀପିକାଙ୍କ ପାଇଁ ପିମ୍ପୁଡ଼ି ଖାଇଲେ ରଣବୀର ସିଂ!
ଯେ କେବେ ଅସଲି ଜଙ୍ଗଲ ଦେଖି ନଥିଲା ଆଜି ସେ ସାତ ସମୁଦ୍ର ପାର କରି ସାର୍ବିଆ ଜଙ୍ଗଲରେ ବିପଦ ସହ ଲଢିବା ପାଇଁ ଯାଇପହଁଚିଛନ୍ତି
ମୁମ୍ବାଇ:ବଲିଉଡ ଅଭିନେତା ରଣଭୀର ସିଂଙ୍କ ନିଜ ଅଭିନୟ, ଡ୍ୟାନ୍ସରେ ଫ୍ୟାନ୍ସଙ୍କୁ କରନ୍ତି ମତୁଆଲା । ହେଲେ ଏବେ ନିଜ ସାହାସିକତା ପାଇଁ ସେ ଅଛନ୍ତି ଚର୍ଚ୍ଚାର ।ନିଜ ଜୀବନରେ ପ୍ରଥମ ଥର ସେ ଏପରି ବିପଦ ଓ ଭୟ ସହ ଲଢିଥିଲେ । ଯେ କେବେ ଅସଲି ଜଙ୍ଗଲ ଦେଖି ନଥିଲା ଆଜି ସେ ସାତ ସମୁଦ୍ର ପାର କରି ସାର୍ବିଆ ଜଙ୍ଗଲରେ ବିପଦ ସହ ଲଢିବା ପାଇଁ ଯାଇପହଁଚିଛନ୍ତି ।ଉଦ୍ଦେଶ୍ୟ କେବଳ ସାହସିକ ଦେଖାଇବା ହିଁ ନଥିଲା ବରଂ ନିଜ ସ୍ତ୍ରୀ ଦୀପିକାଙ୍କ ପାଇଁ ଏକ ସ୍ୱତନ୍ତ୍ର ଫୁଲ ସର୍ବିକା ରାମୋଣ୍ଡା ଆଣିବା ମଧ୍ୟ ଥିଲା । ପ୍ରଶଂସକମାନେ ଅନେକ ଦିନରୁ Ranveer vs Wild with Bear Grylls ଦେଖିବା ପାଇଁ ଅପେକ୍ଷା କରିଥିଲେ । ଶୋ ଶେଷରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଛି ।ଏହା ସହିତ ଲୋକମାନେ ଏହା ମଧ୍ୟ ଜାଣିପାରିଛନ୍ତି ଯେ ରଣବୀର ଦୀପିକାଙ୍କ ପାଇଁ କେତେ ପାଗଳ ।













Click it and Unblock the Notifications