Get Updates
Get notified of breaking news, exclusive insights, and must-see stories!

'ବିଗ୍‌ବସ୍' ଓଟିଟି-୨କୁ ହୋଷ୍ଟ କରିବେ ରଣବୀର ସିଂ !

Ranveer Singh might replace Karan Johar in the second season of big boss ott .ରିପୋର୍ଟ ଅନୁସାରେ ବିଗ୍ ବସ୍ ଓଟିଟି ସିଜନ୍ ୨ ହୋଷ୍ଟ କରିପାରନ୍ତି ବଲିଉଡର ପ୍ରତିଭାବାନ ଅଭିନେତା ରଣବୀର ସିଂହ ।

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠାରୁ ବିବାଦୀୟ ଶୋ' ବିଗ୍ ବସର କ୍ରେଜ୍ ଖୁବ ଅଧିକ ।ପ୍ରତ୍ୟକ ସମୟରେ ଲୋକେ ଏହି ଶୋ'ର ପ୍ରତିଟି ଅବଡେଟ୍ ବିଷୟରେ ଜାଣିବାକୁ ଚାହଁନ୍ତି । ଶୋ'କୁ ଅଧିକ ରୋମାଞ୍ଚକ କରିବା ପାଇଁ ଗତବର୍ଷ ବିଗ୍ ବସ୍ ଓଟିଟି ଭର୍ସନ ମଧ୍ୟ ଆରମ୍ଭ ହୋଇଥିଲା । ଯାହା ଏକ ମାସ ପାଇଁ ଭୁଟ୍ ରେ ଦେଖିବା ପାଇଁ ମିଳୁଥିଲା । ଏହି ୱିନରକୁ କିମ୍ବା ଶ୍ରେଷ୍ଠ ୫ପ୍ରତିଯୋଗୀଙ୍କୁ ବିଗ୍ ବସ୍ ଅର୍ଥାତ୍ ସଲମାନ ଖାନଙ୍କ ଶୋ'ର ପ୍ରକୃତ ଘରେ ସିଧାସଳଖ ଏଣ୍ଟ୍ରି ଦିଆଯାଇଥିଲା ।

RANVEEVIR

ଗତବର୍ଷ ଫିଲ୍ମ ନିର୍ମାତା କରନ ଜୋହର ଏହି ଶୋ'କୁ ହୋଷ୍ଟ କରିଥିଲେ ।ହେଲେ ଚଳିଚବର୍ଷ ଏହି ଶୋ'କୁ ହୋଷ୍ଟ କିରିବା ପାଇଁ ମନା କରିଦେଇଛନ୍ତି କରନ ଜୋହର୍ ।ଯାହ ପରେ ଏବେ ଅନେକ ସେଲିବ୍ରିଟିଙ୍କ ନା'କୁ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମେ ଫରାହ ଖାନ , ହିନା ଖାନଙ୍କୁ ନେଇ ଚର୍ଚ୍ଚା ହେଉଥିଲା ହେଲେ ରିପୋର୍ଟ ଅନୁସାରେ ବିଗ୍ ବସ୍ ଓଟିଟି ସିଜନ୍ ୨ ହୋଷ୍ଟ କରିପାରନ୍ତି ବଲିଉଡର ପ୍ରତିଭାବାନ ଅଭିନେତା ରଣବୀର ସିଂହ ।

ହେଲେ ଏପର୍ଯ୍ୟନ୍ତ ଏହାର ମେକର୍ସଙ୍କ ତରଫରୁ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ ହୋଇନାହିଁ ।ସୂଚନା ଏହା ମଧ୍ୟ ରହିଛି ଶୋ'କୁ ନେଇ ମେକର୍ସ କାମ ଆରମ୍ଭ କରିଦେଇଛନ୍ତି । ଦେଖିବା ବାକି ରହିଲା କିଏ ନେଉଛନ୍ତି କରନଙ୍କ ସ୍ଥାନ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+