ଦୀପାବଳିରେ ଦେଖନ୍ତୁ ଅକ୍ଷୟ କୁମାର ଓ ଅଜୟଙ୍କ ଦମଦାର୍ ଚଳଚ୍ଚିତ୍ର, ଆରମ୍ଭ ହୋଇଯାଇଛି ଆଡଭାନ୍ସ ବୁକିଂ

ଦୀପାବଳି ଦେଖନ୍ତୁ ଅକ୍ଷୟ କୁମାର ଓ ଅଜୟଙ୍କ ଦମଦାର୍ ଚଳଚ୍ଚିତ୍ର,ଆରମ୍ଭ ହୋଇଯାଇଛି ଆଡଭାନ୍ସ ବୁକିଂ

ମୁମ୍ବାଇ: ଅଜୟ ଦେବଗନ୍ ଏବଂ ଅକ୍ଷୟ କୁମାର ବକ୍ସ ଅଫିସରେ ଧମାଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଅକ୍ଟୋବର 25 ରେ ଅଜୟଙ୍କ 'ଥ୍ୟାଙ୍କ ଗଡ୍' ଏବଂ ଅକ୍ଷୟଙ୍କ 'ରାମ ସେତୁ' ମୁକ୍ତିଲାଭ କରିବ। ରିଲିଜ୍ ପୂର୍ବରୁ ଚଳଚ୍ଚିତ୍ରଗୁଡ଼ିକ ପାଇଁ ଅଗ୍ରୀମ ବୁକିଂ ଆରମ୍ଭ ହୋଇଯାଇଛି । ଏବେ ଦେଖାବାକୁ ବାକି ରହିଲା ଯେ, କାହାର ଚଳଚ୍ଚିତ୍ର ବକ୍ସ ଅଫିସରେ ଅଧିକ ଆୟ କରୁଛି ।

Akshay Kumar vs Ajay devgn

BoxofficeIndia.comର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଷ୍ଟାରଙ୍କ ଆଗୁଆ ବୁକିଂ ପରସ୍ପର ସହିତ ସମାନ ଅଛି । ଗତକାଲି ଅପରାହ୍ନରେ ବୁକିଂ ଆରମ୍ଭ ହୋଇଛି ଯାହାପରଠୁ ଉଭୟ ଚଳଚ୍ଚିତ୍ର ପାଇଁ ସମାନ ସଂଖ୍ୟକ ଟିକେଟ୍ ବିକ୍ରି ହୋଇଛି, ତଥାପି 'ରାମ ସେତୁ'ର ଅଧିକ ଟିକେଟ୍ ବିକ୍ରି ହୋଇଛି । ଯେଉଁ ସ୍ଥାନରେ ଫିଲ୍ମ 'ରାମ ସେତୁ' ପାଇଁ ଆଡଭାନ୍ସ ଟିକେଟ୍ ବିକ୍ରି ହେଉ ନାହିଁ ସେହି ସ୍ଥାନରେ ଅଜୟଙ୍କ ଫିଲ୍ମ 'ଥ୍ୟାଙ୍କ ଗଡ୍'ର ଟିକେଟ୍ ଅଧିକ ସଂଖ୍ୟାରେ ସେଲ୍ ହୋଇଛି ।

ଉଭୟ ଚଳଚ୍ଚିତ୍ରର ନିର୍ମାତା ଦିପାବଳୀରେ ଫିଲ୍ମ ରିଲିଜ୍ ପାଇଁ ନିଶ୍ଚିନ୍ତି କରିଛନ୍ତି ଏବଂ ବକ୍ସ ଅଫିସ୍ ସଂଗ୍ରହ ପାଇଁ ଉତ୍ସବର ଛୁଟି ବର୍ଷର ସବୁଠାରୁ ବଡ ଦିନ ପ୍ରମାଣିତ ହୋଇପାରେ । ଦୀପାବଳିରେ ରିଲିଜ ହେଉଥିବାରୁ ଚଳଚ୍ଚିତ୍ରଗୁଡ଼ିକରୁ ଅନେକ ଆଶା ରଖାଯାଇଛି । 'ଥ୍ୟାଙ୍କ ଗଡ୍' ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂଙ୍କୁ ଦେଖିବା ପାଇଁ ମିଳିବ । ଅନ୍ୟପକ୍ଷରେ, 'ରାମ ସେତୁ'ରେ ଅକ୍ଷୟ କୁମାର,ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁଶରତଙ୍କର ଦମଦାର ଅଭିନୟ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+