Get Updates
Get notified of breaking news, exclusive insights, and must-see stories!

ସଲମାନଙ୍କ ଗର୍ଲଫ୍ରେଣ୍ତଙ୍କ ସହ ରାକ୍ଷୀଙ୍କ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ

ସଲମାନଙ୍କ ଗର୍ଲଫ୍ରେଣ୍ତଙ୍କ ସହ ରାକ୍ଷୀଙ୍କ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ବିଗ୍ ବସ ହୋଷ୍ଟ, ବଲିଉଡର ଭାଇଜାନଙ୍କ ପାଇଁ ରାକ୍ଷୀ ସାୱନ୍ତ ଖୁବ ଖାସ୍ । ମିଡିଆ ରିପୋର୍ଟ ଅନୁସାରେ ଦୀର୍ଘ ଦିନ ହେବ ୟୁଲିଆ ଭନ୍ତୁର ଏବଂ ସଲମାନ ଖାନଙ୍କ ମଧ୍ୟରେ ଏକା ଖାସ ସମ୍ପର୍କ ରହିଛି । ବର୍ତ୍ତମାନ ଏହି ଖାସ୍ ସମ୍ପର୍କ ଉପରେ ଏକ ଷ୍ଟାମ୍ପ ଲଗାଇଛନ୍ତି ରାକ୍ଷୀ । ରାକ୍ଷୀଙ୍କର ଏକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ରକ୍ଷୀ ସାୱନ୍ତ ଏବଂ ୟୁଲିଆ ଭନ୍ତୁରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଉଭୟ ପରସ୍ପର ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଦୁବାଇରୁ ସେୟାର ହୋଇଥିବା ଏହି ଭିଡିଓରେ ୟୁଲିଆ ଏବଂ ରାକ୍ଷୀ ସାୱନ୍ତ ପରଦେସିଆ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଦୁଇ ହସିନାଙ୍କର ଡ୍ୟାନ୍ସ ଖୁବ ଭାଇରାଲ ହେବା ସହ ଚର୍ଚ୍ଚାରେ ମଧ୍ୟ ରହିଛି ।

Rakhi Sawant-Iulia Vantur Dance

ରାକ୍ଷୀ ୟୁଲିଆ ଭନ୍ତୁରଙ୍କ ସହ ନାଚିବାର ଭିଡିଓ ସେୟାର କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ- My Bhabhi... ଏହା ସହିତ ରାକ୍ଷୀ ଏହି ଭିଡିଓରେ ସଲମାନ ଖାନଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ସୋସିଆଲ ମିଡିଆରେ ରାକ୍ଷୀ ଏବଂ ୟୁଲିଆ ଭନ୍ତୁରଙ୍କର ଏହି ଭିଡିଓ ଭାଇରାଲ ହେବା ସହ ଏହି ଭିଡିଓରେ ପ୍ରଶଂସକଙ୍କ ଜବରଦସ୍ତ ପ୍ରତିକ୍ରିୟା ପ୍ରକାଶ ଦେଖିବା ପାଇଁ ମିଳୁଛି । ସଲମାନ ଖାନଙ୍କ ପ୍ରିୟ ରାକ୍ଷୀ ୟୁଲିଆ ଭନ୍ତୁରଙ୍କୁ ତାଙ୍କ ଭାଉଜ ବୋଲି କହିବା ପରେ ଫ୍ୟାନ୍ସଙ୍କର ଦ୍ୱନ୍ଦ ବଢିବାରେ ଲାଗିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+