ବିବାହର ୧୨ ବର୍ଷ ପରେ ମା'ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

Radhika Apte: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରାଧିକା ଆପ୍ଟେ ବିବାହର ୧୨ ବର୍ଷ ପରେ ମା'ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ରାଧିକା ଆପ୍ଟେଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତ୍ରୀ ବେବି ବମ୍ପ ଦେଖିବା ପାଇଁ ମିଳୁଛି । ତେବେ ଏହି ଫଟୋ ଭାଇରାଲ ହେବା ପରେ ରାଧିକାଙ୍କ ଫ୍ୟାନ୍ସ ବେଶ୍ ଖୁସ ଅଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ନିକଟରେ ରାଧିକା ଆପ୍ଟେ ତାଙ୍କ ଫିଲ୍ମି ସିସଟର୍ ମିଡନାଇଟ୍ ର ୟୁକେ ପ୍ରିମିୟର ନଜର ଆସିଥିଲେ । ଏହି ଇଭେଣ୍ଟରେ ରାଧିକା କଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଥିଲେ ।

Radhika apte
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+