Get Updates
Get notified of breaking news, exclusive insights, and must-see stories!

ଏହି ତାରିଖରେ ରିଲିଜ୍ ପୁଷ୍ପା-୨

Pushpa The Rule Release Date: ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା : ଦ ରୁଲର'ର ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି । ଖୁ୍ବ୍ ଶୀଘ୍ର ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ପାଇଁ ଯାଉଛି । କାରଣ ଫିଲ୍କୁ ନେଇ ମେକର୍ସଙ୍କ ପକ୍ଷରୁ ଏକ ଅପଡେଟ୍ ପ୍ରକାଶ ପାଇଛି । ସୋସିଆଲ ମିଡିଆ ସାଇଟରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା କେଉଁ ତାରିଖରେ ରିଲିଜ୍ ହେବା ଫିଲ୍ମ ପୁଷ୍ପା-୨ ।

Pushpa The Rule

ପୁଷ୍ପାର ପାର୍ଟ-୨କୁ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଜାନୁଆରୀ ୨୯ରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମେକର୍ସ ଫ୍ୟାନ୍ସଙ୍କୁ ଏନେଇ ସୂଚନା ଦେଇଛନ୍ତି । ଆଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା-୨ ୧୫ ଅଗଷ୍ଟ ୨୦୨୪ରେ ଏକାଧିକା ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଲେଖାଯାଇଛି ଯେ, ପୁଷ୍ପା-୨ ୨୦୦ ଦିନ ମଧ୍ୟରେ ରିଲିଜ୍ ହେବ । ବର୍ତ୍ତମାନ ଏହାର ସୁଟିଂ ଆରମ୍ଭ ହୋଇଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+