ପୁଷ୍ପା-2ର ବଡ଼ ସଫଳତା, ଏହି ବ୍ୟକ୍ତିଙ୍କୁ ଶ୍ରେୟ ଦେଲେ ଆଲ୍ଲୁ ଅର୍ଜୁନ
Pushpa: The Rise: ଆଲୁ ଅର୍ଜୁନଙ୍କ ପୁଷ୍ପା-2 ରିଲିଜ୍ ହେବାର ଦୁଇ ସପ୍ତାହ ହୋଇଗଲାଣି ଏହାରି ମଧ୍ୟରେ ଅନେକ ଘଟଣା ଘଟିଯାଇଛି ଯେପରକି ଆଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବ ଘଟଣା ସବୁଠି ଚହଳ ସୃଷ୍ଟି କରିଥିଲା ହେଲେ ଏହାର କିଛି ଖାସ ପ୍ରଭାବ ଫିଲ୍ମ ଆୟ ଉପରେ ପଡି ନାହିଁ । ପୁଷ୍ପା-2 ଚଳଚ୍ଚିତ୍ର ବକ୍ସ ଅଫିସରେ ନୂଆ ଇତିହାସ ରଚିଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଫିଲ୍ମଟି 1400 କୋଟିରୁ ଅଧିକ ଆୟ କରିସାରିଛି । ଫିଲ୍ମର ସଫଳତା ପାଇଁ ଆଲ୍ଲୁ ଅର୍ଜୁନଙ୍କୁ ପ୍ରଶଂସା କରାଯାଉଛି ହେଲେ ଅଭିନେତା ନିଜ ଫିଲ୍ମର ସଫଳତା ପାଇଁ ଶ୍ରେୟ ନିର୍ଦ୍ଦେଶକ ସୁକୁମାରଙ୍କୁ ଦେଇଛନ୍ତି ।

ନିକଟରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ସଫଳତା କାର୍ଯ୍ୟକ୍ରମରେ ଆଲୁ ପ୍ୟାକ୍ ହୋଇଥିବା ଷ୍ଟେଜରୁ ସୁକୁମାରଙ୍କୁ ପ୍ରଶଂସା କରିଥିଲେ। ସେ ପ୍ରତ୍ୟେକ ଫିଲ୍ମର ସଫଳତା ପାଇଁ ନିର୍ଦ୍ଦେଶକଙ୍କୁ ଶ୍ରେୟ ଦେଇଛନ୍ତି । ଦର୍ଶକଙ୍କ ଚାହିଦା ବୁଝି ଫିଲ୍ମର କାହାଣୀ, ଗୀତ ସବୁ କିଛି ପ୍ରସ୍ତୁତ କରାଯାଇଛି । ତେବେ ଆଲ୍ଲୁ ଏବଂ ସୁକୁମାରଙ୍କ ଯୋଡି ଏକ ହିଟ୍ ଜୋଡି ବୋଲି ପ୍ରମାଣିତ ହୋଇଛି । ଯେତେବେଳେ ଦୁହେଁ ଏକାଠି କାମ କରନ୍ତି, ଚଳଚ୍ଚିତ୍ରଟି ବ୍ଲକବଷ୍ଟର ପ୍ରମାଣିତ ହୋଇଥାଏ । ପୁଷ୍ପା ୨ ସଫଳତା ପାଇଁ ସୁକୁମାରଙ୍କୁ ଜଣେ ସୁପରହିଟ୍ ନିର୍ଦ୍ଦେଶକ ଭାବରେ ପ୍ରମାଣି କରିଛି । ବକ୍ସ ଅଫିସରେ ଫିଲ୍ମର ସଫଳତା ହିଁ ତାଙ୍କ ଦକ୍ଷତାକୁ ବଖାଣୁଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications