Pushpa 2 Release Date: ବଦଳିଲା ପୁଷ୍ପା-୨ର ରିଲିଜ୍ ତାରିଖ, ଜାଣନ୍ତୁ କେବେ ମୁକ୍ତିଲାଭ କରିବ
Pushpa 2 Release Date: ଘୁଞ୍ଚିଲା ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Pushpa 2: The Rule'ର ରିଲିଜ୍ ତାରିଖ । ଫିଲ୍ମଟି ପୂର୍ବରୁ ଡିସେମ୍ବର 6 ରେ ରିଲିଜ ହେବାର ଥିଲା ହେଲେ ଅଭିନେତା ଅଲୁ ଅର୍ଜୁନ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ନୂଆ ତାରିଖ ବିଷୟରେ ସୂଚନା ଦେଇଛନ୍ତି ।

'Pushpa 2: The Rule' କେବେ ମୁକ୍ତିଲାଭ କରିବ? କିଛି ସମୟ ପୂର୍ବରୁ ପୁଷ୍ପା 2 ର ପୋଷ୍ଟର ସେୟାର କରି ଅଲୁ ଅର୍ଜୁନ ନୂଆ ତାରିଖ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।












Click it and Unblock the Notifications