Get Updates
Get notified of breaking news, exclusive insights, and must-see stories!

୬ ଦିନରେ ୬୦୦ କୋଟିର ଆୟ କଲାଣି ପୁଷ୍ପା-୨

Pushpa 2 The Rule Box Office Collection Day 6: ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨:ଦ ରୁଲ'କୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା କ୍ରେଜ୍ ଦେଖିବା ପାଇଁ ମିଳୁଛି । ପ୍ରଥମ ଦିନରେ ହିଁ ଫିଲ୍ମଟି ଅନେକ ବଡ଼ ବଡ଼ ସିନେମାର ରେକର୍ଡ ବ୍ରେକ୍ କରିଥିଲା ଏବଂ ଜବରଦସ୍ତ ଆୟ କରିଥିଲା । ଏହି ଚଳଚ୍ଚିତ୍ରଟି ଡିସେମ୍ବର 5 ରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା ।'ପୁଷ୍ପା ୨' କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରତିଦିନ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି। ମାତ୍ର 6 ଦିନ ମଧ୍ୟରେ ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ 600 କୋଟି ଟଙ୍କାର କ୍ଲବରେ ସାମିଲ ହୋଇଛି ।

ରିପୋର୍ଟ ଅନୁସାରେ, 'ପୁଷ୍ପା ୨' ପ୍ରଥମ ଦିନରେ 164.25 କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ, ଦ୍ୱିତୀୟ ଦିନରେ 93.8 କୋଟି, ତୃତୀୟ ଦିନରେ 119.25 କୋଟି ଏବଂ ଚତୁର୍ଥ ଦିନରେ 141.05 କୋଟି ଟଙ୍କା ଆୟ କରିଥିଲା ଫିଲ୍ମ । ପଞ୍ଚମ ଦିନରେ 'ପୁଷ୍ପା ୨' 64.45 କୋଟି ଟଙ୍କା ଆୟ କରିଥିଲା। ବର୍ତ୍ତମାନ ଷଷ୍ଠ ଦିନରେ ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ15.35 କୋଟି ଟଙ୍କା ସଂଗ୍ରହ କରିଥିବା ନେଇ ସୂଚନା ରହିଛି ।

Pushpa 2 The Rule

'ପୁଷ୍ପା ୨:' 6 ଦିନରେ ମୋଟ 608.8 କୋଟି ଟଙ୍କା ବ୍ୟବସାୟ କରିଛି ଏବଂ ଏହା ସହିତ ଫିଲ୍ମ 'ସ୍ତ୍ରୀ-2'ର ରେକର୍ଡ ବ୍ରେକ୍ କରିଛି । ଚଳିତ ବର୍ଷ ପରଦାରେ ଆସିଥିବା ଶ୍ରଦ୍ଧା କପୁରଙ୍କ ଫିଲ୍ମ ଭାରତୀୟ ବକ୍ସ ଅଫିସରେ 597.99 କୋଟି ଟଙ୍କା ଆୟ କରିଛି। ସ୍ତ୍ରୀ-2 ବର୍ତ୍ତମାନ ଭାରତର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ 6 ନମ୍ବର ସ୍ଥାନରେ ରହିଛି। ତେବେ ବିଶ୍ୱବ୍ୟାପୀ ସୁପରହିଟ୍ । ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ସାରା ବିଶ୍ୱରେ 900 କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+