ପୁଷ୍ପା-୨ ପ୍ରିମିୟର ଶୋ' ବେଳେ ଦଳାଚକଟା ଘଟଣା: ଭେଣ୍ଟିଲେଟରରେ ନାବାଳକ
Pushpa 2 Stampede Case: ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ ପ୍ରିମିୟର ଶୋ' ବେଳେ ଦଳାଚକଟା ଘଟଣା । ଆହତ ନାବାଳକର ସ୍ୟାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ତାଙ୍କୁ ଆଡି ଆଇସିୟୁରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ବର୍ତ୍ତମାନ ନାବାଳକର ସ୍ୱାସ୍ଥ୍ୟ ଠିକ୍ ନାହିଁ ଏବଂ ଚିକିତ୍ସା ଜାରି ରହିଛି ।













Click it and Unblock the Notifications