ପତ୍ନୀଙ୍କ ଠାରୁ ଅଲଗା ହେଲେ ଗାୟକ ହନି ସିଂହ, ଭାଙ୍ଗିଲା ୨୦ ବର୍ଷର ସମ୍ପର୍କ

ପତ୍ନୀଙ୍କ ଠାରୁ ଅଲଗା ହେଲେ ଗାୟକ ହନି ସିଂହ, ଭାଙ୍ଗିଲା ୨୦ ବର୍ଷର ସମ୍ପର୍କ

ମୁମ୍ବାଇ: ବଲିଉଡ୍ ସିଙ୍ଗର୍ ତଥା ରାପର୍ ହନି ସିଂହ ପତ୍ନୀଙ୍କ ଠାରୁ ଅଲଗା ହେଲେ । ଗାୟକଙ୍କ ହାତ ଛାଡିଲେ ପତ୍ନୀ ଶାଲିନୀ ତଲୱାର । ବିଧିବଦ୍ଧ ଭାବରେ ହେଲା ଛାଡପତ୍ର । ଗତକାଲି ଦିଲ୍ଲୀ ସାକେତ ଫାମିଲି କୋର୍ଟରେ ହନି ସଂହଙ୍କ ଛାଡପତ୍ର ମାମଲାର ଶୁଣାଣି ହୋଇଯାଇଛି । ଉଭୟ ପକ୍ଷରୁ ଅଭିଯୋଗ ଶୁଣିବା ପରେ ହିଁ ହନି ସିଂହ ଓ ଶାଲିନୀଙ୍କ ଛାଡପତ୍ର ହୋଇଛି । ଦୀର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ୨୦୨୧ ମସିହାରେ ମଧ୍ୟ ପତ୍ନୀ ଶାଲିନୀ ତଲୱାର ଗାୟକ ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଥିଲେ । ଯେଉଁଥିପାଇଁ ଦିଲ୍ଲୀ ତିଶ ହଜାରି କୋର୍ଟ ପକ୍ଷରୁ ହନି ସିଂହଙ୍କୁ ନୋଟିସ ମଧ୍ୟ ପଠାଯାଇଥିଲା ।

Yo Yo Hony Singh

ଶେଷରେ ଗତକାଲି ସବୁ ଦିନ ପାଇଁ ପରସ୍ପରଠୁ ଅଲଗା ହୋଇଛନ୍ତି ଏହି ଦମ୍ପତ୍ତି । ଏହି ମାମଲାର ଶୁଣାଣି କରି ୧ କୋଟି ଟଙ୍କା ବଝାମଣାରେ ଛାଡପତ୍ର ହୋଇଛି । ଆସନ୍ତା ୨୦ ମାର୍ଚ୍ଚ ୨୦୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପତ୍ନୀ ଶାଲିନୀଙ୍କ ଅନ୍ୟ ଆବେଦନଗୁଡିକ ଉପରେ ମଧ୍ୟ ବିଚାର କରାଯିବ ।

Yo Yo Hony Singh

ତେବେ ଉଭୟ ୨୦୨୧ରେ ପ୍ରେମ ବିବାହ କରିଥିଲେ । ୨୦୧୪ ମସିହାରେ ପ୍ରଥମ ଥର ସେ ଶାଲିନୀଙ୍କୁ ରିୟାଲିଟି ଶୋ ଇଣ୍ଡିଆଜ ର-ଷ୍ଟାରରେ ଜରିଆରେ ସଭିଁଙ୍କ ସାମ୍ନାରେ ପରିଚିତ କରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+