ପୁଲକିତ୍ ଏବଂ କ୍ରିତିଙ୍କର ସରିଲା Engagement, ଏପରି ଫଟୋ ହେଲା ଭାଇରାଲ

Pulkit Samrat: ବଲିଉଡ ଅଭିନେତା ପୁଲକିତ ସମ୍ରାଟ ଏବଂ ଅଭିନେତ୍ରୀ କ୍ରିତି ଖରବନ୍ଦାକୁ ନେଇ ରହିଛି ଏକ ବଡ଼ ଅପଡେଟ୍ । ଖବର ରହିଛି ଯେ, ପୁଲକିତ୍ ଏବଂ କ୍ରିତି ଚୁପଚାପ କରି ସାରିଛନ୍ତି ନିର୍ବନ୍ଧ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଷ୍ଟାର କପଲ୍ ପ୍ରାୟ ୪ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି । ଉଭୟଙ୍କ Engagement ଖୁବ୍ ଗୁପ୍ତରେ ଜଣେ ବନ୍ଧୁକ ଘରେ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ପୁଲକିତ ସମ୍ରାଟ ଏବଂ କ୍ରିତିଙ୍କ ଏନଗେଜମେଣ୍ଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଫଟୋରେ କ୍ରିତି ନିଜ ନିର୍ବନ୍ଧ ମୁକ୍ତି ଦେଖାଉଥିବାର ନଜର ଆସୁଛନ୍ତି । ଏହାସହ ସେ ବେଶ୍ ରୋମାଣ୍ଟିକ ଅନ୍ଦାଜରେ ପୁଲକିତଙ୍କ ସହ ଠିଆ ହୋଇଥିବାର ଦେଖିବାକୁ ମିଳୁଛି ଏହାସହ ଉଭୟଙ୍କ ସହ ପରିବାର ସଦସ୍ୟ ଏବଂ କିଛି ବନ୍ଧୁ ମଧ୍ୟ ଫଟୋରେ ନଜର ଆସୁଛନ୍ତି ।

 pulkit samrat

ଏହି ଫଟୋ ରିୟା ଲୁଥ୍ରା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଫଟୋ ସେୟାର କରି ରିୟା କ୍ୟାପସନରେ ଲେଖିଛନ୍ତି - ଫ୍ୟାମ ଜାମ! ଏହି ଫଟୋଗୁଡ଼ିକରେ କ୍ରିତି ଏବଂ ପୁଲକିତ ନିଜ ସାଙ୍ଗମାନଙ୍କ ସହିତ ବେଶ୍ ଖୁସ ନଜର ଆସୁଛନ୍ତି । ଫଟୋ ଭାଇରାଲ ହେବାରେ ପରେ ଫ୍ୟାନ୍ସ ବଲିଉଡର ନ୍ୟୁ କପଲଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+