ଦେଶୀ ଗର୍ଲଙ୍କ ରୋମାଣ୍ଟିକ୍ ଡେଟ୍ ,ଭାଇରାଲ ହେଲା ଫଟୋ

ଦେଶୀ ଗର୍ଲଙ୍କ ରୋମାଣ୍ଟିକ୍ ଡେଟ୍ ,ଭାଇରାଲ ହେଲା ଫଟୋ

ମୁମ୍ବାଇ:ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜ କାର୍ଯ୍ୟ ତଥା ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟରେ ରହିଥାନ୍ତି । ବି-ଟାଉନର କୁଲ୍ ଫେମସ କପଲଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ଅନ୍ୟତମ ।ପାୱାର ଦମ୍ପତିମାନଙ୍କ ମଧ୍ୟରେ ସେମାନଙ୍କୁ ଗଣନା କରାଯାଇଥାଏ ବ୍ୟସ୍ତ ଥିଲେ ମଧ୍ୟ ଦୁହେଁ ପରସ୍ପର ପାଇଁ ସମୟ ବାହାର କରନ୍ତି ଏଥର ମଧ୍ୟ କିଛି ଏପରି ଫଟୋ ଉଭୟଙ୍କର ଦେଖିବାକୁ ମିଳିଛି ।

PRIYANKA

ବାସ୍ତବରେ, ନିକ ଜୋନାସ ଇନଷ୍ଟାଗ୍ରାମରେ ଦୁଇଟି ଫୋଟ ସେୟାର କରିଛନ୍ତି । ଏଥିରେ ସେ ନିଜ ପତ୍ନୀଙ୍କ ସହ ଏକ ନଦୀ ପାଖରେ ଛିଡା ହୋଇଛନ୍ତି । ଉଭୟ ଏଠି କ୍ୱାଲିଟ୍ ଟାଇମ୍ ବିତାଉଥିବାର ନଜର ଆସିଥିଲେ ।ନିକ ଜୋନାସ ସମସ୍ତ କଳା ଡ୍ରେସରେ ପିନ୍ଧିଥିବା ବେଳେ ଓରେଞ୍ଜ କଲରର୍ ଟ୍ରାକସୁଟ୍ ଏବଂ କଳା ଜ୍ୟାକେଟ୍ ପିନ୍ଧି ନଜର ଆସିଲେ ପ୍ରିୟଙ୍କା । ଦୁହେଁ ଏକାଠି ଫୋଟ ପାଇଁ ପୋଜ୍ ଦେଇଥିଲେ । ଏହି ଫଟୋ ସେୟାର କରିବା ସହ ମ୍ୟାଜିକି ଆୱାର ବୋଲି ଲେଖିଥିଲେ ନିକ୍ ।ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।ପ୍ରଶଂସକ ମଧ୍ୟ ଉଭୟଙ୍କୁ ଖୁବ ଭଲ ପାଇବା ଦେଉଛନ୍ତି ।ତେବେ ଆମେରିକା ଗାୟକ ନିକ

ଜୋନସଙ୍କ ସହ ପ୍ରିୟଙ୍କାଙ୍କ ବିବାହ ୨୦୧୮ରେ ହୋଇଥିଲା ।ନିକଟରେ ଉଭୟଙ୍କର ଏକ ଝିଅର ମଧ୍ୟ ଜନ୍ମ ହୋଇଛି ପ୍ରିୟଙ୍କା ବର୍ତ୍ତମାନ ଅନେକ ହଲିଉଡ ଚଳଚ୍ଚିତ୍ରରେ କାମ କରୁଛନ୍ତି ଏହା ସହିତ ଅଭିନେତ୍ରୀ ଫରହାନ ଅଖତରଙ୍କ ବଲିଉଡ ଫିଲ୍ମ 'ଜୀ ଲେ ଜାରା'ରେ ମଧ୍ୟ ନଜର ଆସିବେ । ସେ ଖୁବ୍ ଶୀଘ୍ର OTT ଡେବ୍ୟୁ ମଧ୍ୟ କରିବା ପାଇଁ ଯାଉଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+