ଭେକେସନରୁ ଫଟୋ ସେୟାର କଲେ ପ୍ରିୟଙ୍କା
ପରସ୍ପର ସହିତ କ୍ବାଲିଟି ସମୟ ବିତାଇବାରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସ ଆଗରେ ଥାନ୍ତି । ଏବେ ପ୍ରିୟଙ୍କା ଏବଂ ନିକ ଜୋନାସ୍ ଥାଇଲାଣ୍ଡର ଟର୍ସକ ଏବଂକାଇକୋସ ଦ୍ବୀପରେ ଅଛନ୍ତି ।
ମୁମ୍ବାଇ: ପରସ୍ପର ସହିତ କ୍ବାଲିଟି ସମୟ ବିତାଇବାରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସ ଆଗରେ ଥାନ୍ତି । ଏବେ ପ୍ରିୟଙ୍କା ଏବଂ ନିକ ଜୋନାସ୍ ଥାଇଲାଣ୍ଡର ଟର୍ସକ ଏବଂକାଇକୋସ ଦ୍ବୀପରେ ଅଛନ୍ତି । ପ୍ରିୟଙ୍କା ଏବଂ ନିକ ଜୋନାସ ବିଚ୍ ରେ ସମୟ ବିତାଇବା ସହିତ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି ।














Click it and Unblock the Notifications