Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଥର ପ୍ରିୟଙ୍କା ଚୋପ୍ରା ଦେଖାଇଲେ ଝିଅର ମୁହଁ

ପ୍ରଥମ ଥର ପ୍ରିୟଙ୍କା ଚୋପ୍ରା ଦେଖାଇଲେ ଝିଅର ମୁହଁ

ମୁମ୍ବାଇ: ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା । ଦେଶୀ ଗର୍ଲ ନିଜ ଜୀବନ ସହ ଜଡିତ ପ୍ରତ୍ୟେକ ଛୋଟ ଏବଂ ବଡ ଅପଡେଟ୍ ନିଜ ପ୍ରଶଂସକଙ୍କ ସହ ସେୟାର କରନ୍ତି । ଅଭିନେତ୍ରୀ ନିଜ ଫଟୋ ସହ ପରିବାରର ଫଟୋ ମଧ୍ୟ ପୋଷ୍ଟ କରନ୍ତି । ନିକଟରେ ପ୍ରିୟଙ୍କା ଚୋପ୍ରା ସରୋଗେସି ମାଧ୍ୟମରେ ମା' ହୋଇଥିଲେ । ସେବେଠାରୁ ପ୍ରଶଂସକମାନେ ତାଙ୍କ ସୁନ୍ଦର ଝିଅ ମାଲତି ଚୋପ୍ରାଙ୍କ ଫୋଟେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ସୋସିଆଲ ମିଡିଆରେ ଝିଅ ମାଲତିଙ୍କର ଫଟୋ ପୋଷ୍ଟ କରିଛନ୍ତି ।

Priyanka Chopra

ବୁଧବାର ଅର୍ଥାତ ଆଜି ସକାଳେ ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟା ଷ୍ଟୋରୀରେ ତାଙ୍କ ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କ ଏକ ଫଟୋ ସେୟାର କରିଛନ୍ତି । ହେଲେ ଏଥିରେ ତାଙ୍କର ପୁରା ମୁହଁ ବଦଳରେ ଅଧା ମୁହଁ ଦେଖିବା ପାଇଁ ଦୃଶ୍ୟମାନ ହେଉଛି । ଫୋଟ ସେୟାର କି ପିସି କ୍ୟାପସନରେ ଲେଖିଛନ୍ତି ମୋର ଅର୍ଥ ... ଡିସେମ୍ବର ୧, ୨୦୧୮ ରେ ପ୍ରିୟଙ୍କା ଚୋପ୍ରା ରାଜସ୍ଥାନରେ ନିକ ଜୋନାସଙ୍କ ସହ ବିବାହ କରିଥିଲେ । କେବଳ କିଛି ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ସେମାନଙ୍କ ବିବାହରେ ଯୋଗ ଦେଇଥିଲେ । ସେହିପରି ଚଳିତ ବର୍ଷ ଜାନୁୟାରୀ ୧୫, ୨୦୨୨ ରେ, ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ ସେମାନଙ୍କର ପ୍ରଥମ ସନ୍ତାନ ମାଲତିଙ୍କୁ ସରୋଗେସି ମାଧ୍ୟମରେ ସ୍ୱାଗତ କରିଥିଲେ ।

priyanka
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+