Get Updates
Get notified of breaking news, exclusive insights, and must-see stories!

LIVE କ୍ୟାମେରା ସାମ୍ନାରେ ଟପଲେସ୍ ହେଲେ ପୁନମ୍ ପାଣ୍ଡେ, ଟି-ସାର୍ଟ ଖୋଲି ପୁରା କଲେ ନିଜର ପ୍ରତିଶ୍ରୁତି

ପ୍ରତିଶ୍ରୁତି ପାଳନ କରି ପୁନମ୍ ପାଣ୍ଡେ ଲାଇଭ୍ କ୍ୟାମେରା ଆଗରେ ଟପଲେସ୍ ହୋଇଥିଲେ। ତାଙ୍କ ପ୍ରତିଶ୍ରୁତି ପାଳନ କରି ପୁନମ୍ ପାଣ୍ଡେ ସୋ ସମୟରେ ତାଙ୍କ ଧଳା ଟି-ସାର୍ଟ କାଢିଥିଲେ ଏବଂ ପରେ ଶୀଘ୍ର ଏହାକୁ ପିନ୍ଧି ଦେଇଥିଲେ ।

ମୁମ୍ବାଇ: ଏକତା କପୁରଙ୍କ ଅଲ୍ଟ ବାଲାଜୀ ଏବଂ ଏମଏକ୍ସ ପ୍ଲେୟାରରେ ପ୍ରଦର୍ଶିତ ହେଉଥିବା କଙ୍ଗନା ରଣାୱତଙ୍କ ରିଅଲିଟି ସୋ 'ଲକ୍ ଅପ୍' ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଶୋ'ରେ ପୁନମ୍ ପାଣ୍ଡେଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି । ଜେଲ ଭିତରେ ଥିବା ଅନ୍ୟତମ ପ୍ରତିଯୋଗୀ ପୁନମ୍ ପାଣ୍ଡେ ତାଙ୍କ ଚମକପ୍ରଦ ବକ୍ତବ୍ୟ ଏବଂ ସାହସିକ ଆଚରଣ ପାଇଁ ହେଡଲାଇନରେ ରହୁଛନ୍ତି । ପ୍ରଶଂସକଙ୍କୁ ଭୋଟ୍ ମାଗିବା ବେଳେ ଟପଲେସ୍ ହେବାକୁ ପ୍ରତିଶୃତି ଦେଇଥିବା ପୁନମ୍ ପାଣ୍ଡେ ତାଙ୍କ ପ୍ରତିଶ୍ରୁତି ପାଳନ କରିଛନ୍ତି।

Poonam Pandey

ଗତ ସପ୍ତାହରେ ପୁନମଙ୍କ ନାମ ଚାର୍ଟସିଟରେ ଦେଖା ଦେଇଥିଲା । ଯାହା ପରେ ସେ ଦର୍ଶକଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଯଦି ସେମାନେ ଅଧିକ ଭୋଟ୍ ଦେଇ ତାଙ୍କୁ ବଞ୍ଚାଇବେ । ତେବେ ସେ କ୍ୟାମେରା ଆଗରେ ଟି-ସାର୍ଟ ଖୋଲିବେ । ପୁନମଙ୍କ ଏହି ବିବୃତ୍ତି ପରେ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ। ଯାହା ପରେ ସେ ଏହି ସପ୍ତାହରେ ସର୍ବାଧିକ ଭୋଟ୍ ପାଇଥିଲେ । ଦର୍ଶକଙ୍କ ଠାରୁ ସର୍ବାଧିକ ସଂଖ୍ୟକ ଭୋଟ୍ ପାଇବା ପରେ ପୁନମ୍ ମଧ୍ୟ ତାଙ୍କ ପ୍ରତିଶ୍ରୁତି ପୂରଣ କରିବାରେ ପଛେଇ ନାହାଁନ୍ତି।

Poonam Pandey

LIVE କ୍ୟାମେରା ଆଗରେ ଖୋଲିଲେ ଟି-ସାର୍ଟ

ତାଙ୍କ ପ୍ରତିଶ୍ରୁତି ପାଳନ କରି ପୁନମ୍ ପାଣ୍ଡେ ଲାଇଭ୍ କ୍ୟାମେରା ଆଗରେ ଟପଲେସ୍ ହୋଇଥିଲେ। ତାଙ୍କ ପ୍ରତିଶ୍ରୁତି ପାଳନ କରି ପୁନମ୍ ପାଣ୍ଡେ ସୋ ସମୟରେ ତାଙ୍କ ଧଳା ଟି-ସାର୍ଟ କାଢିଥିଲେ ଏବଂ ପରେ ଶୀଘ୍ର ଏହାକୁ ପିନ୍ଧି ଦେଇଥିଲେ । ଏହି କାର୍ଯ୍ୟ ବିଷୟରେ ପୁନମ୍ ପାଣ୍ଡେ କହିଛନ୍ତି ଯେ, ସେ ଏହି ସୋ'ର ନିୟମ ଭାଙ୍ଗିବାକୁ ଚାହୁଁନାହାଁନ୍ତି। ତାଙ୍କ ପ୍ରତିଶ୍ରୁତି ପାଳନ କରିବା ପାଇଁ ସେ କେବଳ ଏହା କରୁଛନ୍ତି । ପୁନମ୍ କହିଛନ୍ତି ଯେ ଏହି ଶୋକୁ ସବୁ ବୟସର ଲୋକମାନେ ଦେଖନ୍ତି, ତେଣୁ ସେମାନଙ୍କର ମଧ୍ୟ ସୀମା ଅଛି । ଏହା ସହ ସେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Poonam Pandey
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+