ରାଜଧାନୀରେ କମେଡିଆନ ମୁନୱର ଫାରୁକିଙ୍କ ଶୋ’କୁ ନା
ବେଙ୍ଗାଲୁରୁ ପରି ରାଜଧାନୀ ଦିଲ୍ଲୀରେ କମେଡିଆନ ମୁନୱର ଫାରୁକିଙ୍କ ଶୋ'କୁ ମିଳିଲା ନାହିଁ ଅନୁମତି । ସାମ୍ପ୍ରଦାୟିକ ସଦ୍ଭାବନା ବିଗିଡ଼ିବ ବୋଲି କହି ଅନୁମତି ଦେଲାନି ପୋଲିସ। ଏଥିରେ ପୁଣିଥରେ ନିରାଶ ହୋଇଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ ମୁନୱର ଫାରୁକି।
ନୂଆଦିଲ୍ଲୀ: ବେଙ୍ଗାଲୁରୁ ପରି ରାଜଧାନୀ ଦିଲ୍ଲୀରେ କମେଡିଆନ ମୁନୱର ଫାରୁକିଙ୍କ ଶୋ'କୁ ମିଳିଲା ନାହିଁ ଅନୁମତି । ସାମ୍ପ୍ରଦାୟିକ ସଦ୍ଭାବନା ବିଗିଡ଼ିବ ବୋଲି କହି ଅନୁମତି ଦେଲାନି ପୋଲିସ। ଏଥିରେ ପୁଣିଥରେ ନିରାଶ ହୋଇଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ ମୁନୱର ଫାରୁକି।

ଚଳିତ ବର୍ଷ ଜାନୁଆରୀ 1 ତାରିଖରେ ମୁନୱର ଫାରୁକିଙ୍କ ତାଙ୍କର ଏକ ଶୋରେ ଦେଇଥିବା ବିବାଦୀୟ ବୟାନକୁ ନେଇ ତାଙ୍କୁ ଗିରଫ କରିଥିଲା ମଧ୍ୟପ୍ରଦେଶ ପୁଲିସ। ଶୋରେ ଫାରୁକି ହିନ୍ଦୁ ଦେବାଦେବୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବୋଲି ବିଜେପି ବିଧାୟକ ମାଳିନୀ ସିଂହଙ୍କ ଗୌଡ଼ଙ୍କ ପୁଅ ଏକଲଭ୍ୟ ସିଂହ ଗୌଡ଼ ଅଭିଯୋଗ କରିଥିଲେ।












Click it and Unblock the Notifications