Get Updates
Get notified of breaking news, exclusive insights, and must-see stories!

ରିଲିଜ୍ ହେଲା 'Bhool Bhulaiyaa 3', ଲୋକେ କହିଲେ ବର୍ଷରୁ ସବୁଠୁ ଉତ୍ତମ ଫିଲ୍ମ

Bhool Bhulaiyaa 3: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'Bhool Bhulaiyaa 3' ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ଜବରଦସ୍ତ ରେସପନ୍ସ ମିଳୁଥିବାର ଦେଖିବା ପାଇଁ ମିଳୁଛି । ଅଜୟ ଦେବଗନଙ୍କ ଫିଲ୍ମ ସିଂଘମ ଏଗେନ୍ ମଧ୍ୟ ଏହି ରିଲିଜ୍ ହୋଇଛି, ଦୁଇ ଫିଲ୍ମ ମଧ୍ୟରେ କଟା ଟକ୍କର ହେଉଥିବା ଦେଖିବାକୁ ମିଳୁଛି ।

Bhool Bhulaiyaa 3

'Bhool Bhulaiyaa 3' ପାଇଁ ଏକ ବଡ଼ ଆଡଭାନ୍ସ ବୁକିଂ ହୋଇଛି ଏବଂ ରିଲିଜ୍ ପୂର୍ବରୁ ଫିଲ୍ମଟି 17 କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି । SACNL ର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'Bhool Bhulaiyaa 3' ସକାଳ 10.30 ପର୍ଯ୍ୟନ୍ତ 2.55 କୋଟି ଟଙ୍କା ସଂଗ୍ରହ କରିଥିଲା ।

'Bhool Bhulaiyaa 3' ରିଲିଜ୍ ହେବାର ପ୍ରଥମ ଦିନରେ 25 ରୁ 30 କୋଟି ଟଙ୍କାର ଆୟ କରିବାର ଆଶଙ୍କା ରହିଛି । ଏପରି ପରିସ୍ଥିତିରେ, ଏହି ଚଳଚ୍ଚିତ୍ର ହ୍ରିତିକ ରୋଶନଙ୍କ 'ଫାଇଟର'ର ପ୍ରଥମ ଦିନର ଆୟର ରେକର୍ଡକୁ ବ୍ରେକ୍ କରିବ । 'ଫାଇଟର' ପ୍ରଥମ ଦିନରେ 22.5 କୋଟି ଟଙ୍କା ଆୟ କରିଥିଲା ।

ରିଲିଜ୍ ହେବାର ପ୍ରଥମ ଦିନରେ 'Bhool Bhulaiyaa 3' 'ଦର୍ଶକଙ୍କ ଠାରୁ ବେଶ୍ ଭଲ ପ୍ରତିକ୍ରିୟା ସାଉଁଟୁଛି । ଫିଲ୍ମର କାହାଣୀ ଏବଂ ଷ୍ଟାର କାଷ୍ଟଙ୍କ ଅଭିନୟ ବେଶ୍ ପ୍ରଶଂସା ସାଉଁଟୁଛି । 'Bhool Bhulaiyaa 3' 'ର କ୍ଲାଇମାକ୍ସ ଦୃଶ୍ୟ ଫିଲ୍ମରେ ଚାରଚାନ୍ଦ ଲଗାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+