Get Updates
Get notified of breaking news, exclusive insights, and must-see stories!

ଭିଡିଓ ସେଆରିଂ ଆପ୍ ଜୋସର ପ୍ରତିଯୋଗୀତାରେ ଭାଗ ନିଅନ୍ତୁ, ଅବୁଧାବି ଯିବା ମଉକା ପାଆନ୍ତୁ

Josh App #RealHai Campaign: ଜଣାଶୁଣା ଭିଡିଓ ଚାଟିଙ୍ଗ ଆପ୍ ଜୋସ୍ ଦ୍ଵାରା ଏବେ କେବଳ ଏଣ୍ଟରଟେନମେଣ୍ଟ ନୁହେଁ ବରଂ ଆପଣଙ୍କୁ ମିଳିବ ଅନେକ ସରପ୍ରାଇଜ ଗିଫ୍ଟ ଜିଣିବାର ମଉକା। ଆପ୍ ଜୋସ୍ ଅଭେଣ୍ଟ-ଗାର୍ଡ ଆଭିମୁଖ୍ୟ ସହିତ କଣ୍ଟେଣ୍ଟ କ୍ରିଏସନ ନେଇ ଏକ ବଡ଼ ପରିବର୍ତ୍ତନ କରିଛି । ଏହି ଆପ୍ ଆପଣଙ୍କୁ ଭିଡିଓ ଗୁଡ଼ିକୁ ରେକର୍ଡ ଏବଂ ଅପଲୋଡ୍ କରିବାକୁ ଏକ ସୁଯୋଗ ପ୍ରଦାନ କରିଥାଏ। କଣ୍ଟେଣ୍ଟ କ୍ରିଏଟରମାନଙ୍କ ନୂଆନୂଆ କୌଶଳ ଏଠାରେ ପ୍ରଦର୍ଶନ କରାଯାଏ ।

Josh app

ଉଦୀୟମାନ ପ୍ରତିଭାମାନଙ୍କୁ ସେମାନଙ୍କର ପସନ୍ଦ କ୍ଷେତ୍ରରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ଠାରୁ ଆରମ୍ଭ କରି ଏହାର ପ୍ରଭାବଶାଳୀମାନ ଉପୋଭୋକ୍ତାଙ୍କୁ ଉପଭୋଗ କରିବା ପାଇଁ ବ୍ଲକବଷ୍ଟର ଇଭେଣ୍ଟଗୁଡିକ ଆୟୋଜନ କରୁଛି ଜୋସ୍ ଆପ। ସୋସିଲ ମିଡ଼ିଆ ୟୁଜରଙ୍କୁ ଏହି ଗେମରେ ରହିବାକୁ ବାଧ୍ୟ କରୁଥିବା ବେଳେ ଜୋସ୍ ଜୀବନରେ ଖୁସି ଏବଂ ପିକ୍ଚର ପରଫେକ୍ଟ ରହିବାକୁ କହୁଛି। ଜୀବନର ପ୍ରତି ମୁହୂର୍ତ୍ତରେ ଫିଲ୍ଟର ବ୍ୟବହାର କରିବାର କୌଣସି ଆବଶ୍ୟକତା ନଥିବାରୁ ଜୋସ ମତ ରଖିଛି।

କଣ ରହିଛି ସରପ୍ରାଇଜ:
ଏଥିରେ ଅଂଶଗ୍ରହଣ କରି ଆପଣ ଆଗାମୀ ଆଇଫା ଆୱାର୍ଡ ସମାରୋହରେ ଯୋଗଦେବାର ଏକ ସୁବର୍ଣ ସୁଯୋଗ ପାଇ ପାରିବେ। ଆଗାମୀ ଆଇଫା ଆୱାର୍ଡ ସମାରୋହ ଦୁବାଇରେ ଆୟୋଜିତ ହେବାକୁ ଯାଉଛି। RealHai ପ୍ରତିଯୋଗୀତାର ବିଜୟୀଙ୍କୁ ଅବୁଧାବିରେ ନିଜ ମନ ପସନ୍ଦ ଷ୍ଟାରଙ୍କୁ ଭେଟିବାକୁ ସୁଯୋଗ ମିଳିବ। #RealHai ହାସଟ୍ୟାଗ ନେଇ ଜୋସ୍ ଏକ ନୂଆ ସ୍ଵତନ୍ତ୍ର କ୍ୟାମ୍ପେନ ଆରମ୍ଭ କରିଛି । ଦେଶୀ ଲୁକ୍ ସହ ବିନା ଫିଲ୍ଟରରେ ଆପଣ ନିଜର ଟାଲେଣ୍ଟ ସୋ କରି ପାରିବେ ।

https://share.myjosh.in/video/df356caa-3c93-48fc-99bf-06d419174be1

ଏବେ ଫିଲ୍ଟରକୁ ଗୁଡବାଏ କହିବା ସହ ଅସଲି ଭିଡିଓ ରେକର୍ଡ କରି ପାରିବେ ୟୁଜର୍ସ। ଏବେ ଆଉ ଡେରି ନ କରି ଆପଣ ମଧ୍ୟ ନିଜକୁ ଏହି ଇଭେଣ୍ଟ ରେ ସାମିଲ କରି ନିଜର ସ୍କିଲ ସୋ କରିବା ସହ ଅନେକ ପ୍ରାଇଜର ହକଦାର ହୁଅନ୍ତୁ । ଆପରେ #Real Hai ଦେଇ ନିଜର ଭିଡିଓ ଅପଲୋଡ଼ କରନ୍ତୁ ଏବଂ ଆବୁଧାବିରେ ଅନୁଷ୍ଠିତ ହେବାକୁ ଥିବା IIFA ଆୱାର୍ଡ଼ ଗୋଲ୍ଡେନ ଟିକେଟ ଜିତିବାର ସୁଯୋଗ ପାଆନ୍ତୁ ।

https://share.myjosh.in/video/a3cf706d-0130-43dc-b0c7-e29f434aba0a

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+