Parineeti-Raghav: ବିବାହ ପରେ ଏକ ଦମ୍ ସିମ୍ପଲ୍ ଲୁକରେ ନଜର ଆସିଲେ ପରିଣିତୀ, ଦେଖନ୍ତୁ ଭାଇରାଲ ଫଟୋ
Parineeti-Raghav Wedding: ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢାଙ୍କ ବିବାହ ଶେଷ ହୋଇଛି । ସେପ୍ଟେମ୍ବର 24 ରେ, ଉଦୟପୁରର ଲୀଲା ପ୍ୟାଲେସରେ ସମସ୍ତ ରୀତିନୀତି ସହିତ ଉଭୟଙ୍କର ବିବାହ ସମ୍ପୁର୍ଣ୍ଣ ହୋଇଛି । ସେହିପରି ପ୍ରଶଂସକମାନେ ଉତ୍ସାହର ସହିତ ଦମ୍ପତିଙ୍କ ବିବାହ ଫଟୋକୁ ଅପେକ୍ଷା କରିଥିଲେ ଏବଂ ଶେଷରେ ସେମାନଙ୍କର ଅପେକ୍ଷାର ଅନ୍ତ ହୋଇଛି । ବିବାହ ପରେ ପାରିଣିତୀ ଏବଂ ରାଘବଙ୍କର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପରିଣିତୀ ଏବଂ ରାଘବ ଚାଢାଙ୍କ ବିବାହ ଫଟୋକୁ ବେଶ୍ ଉତ୍ସାହର ସବ ଅପେକ୍ଷା କରିଥିଲେ । ସ୍ୱାମୀ-ସ୍ତ୍ରୀ ଭାବେ ଉଭୟ କିପରି ଦିଶୁଥିଲେ ତା ଉପରେ ଥିଲା ସମସ୍ତଙ୍କ ନଜର । ହେଲେ ଭାଇରାଲ ହେଉଥିବା ଫଟୋଟି ବିବାହର ନୁହେଁ ବରଂ ରିସେପ୍ସନର । ଯାହା ଉଦୟପୁରର ଲିଲା ପ୍ୟାରଲେସରେ ଉଠାଯାଇଛି, ଯେଉଁଠାରେ ଦମ୍ପତିଙ୍କ ବିବାହ ହୋଇଥିଲା । ଏହି ଦମ୍ପତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକଙ୍କ ପ୍ରଶଂସା ସାଉଁଟୁଛି ।
ଅଭିନେତ୍ରୀଙ୍କ ଲୁକ୍ ବିଷୟରେ ଆଲୋଚନା କଲେ ସେ ମଥାରେ ସିନ୍ଦୁର, ହାତରେ ଗୋଲାପୀ ରଙ୍ଗର ଚୁଡ଼ି ଏବଂ ଏହା ସହିତ ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀ ବିବାହ ପରେ ଏପରି ଅନ୍ଦାଜରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ତେବେ ସମସ୍ତଙ୍କ ଧ୍ୟାନ ତାଙ୍କ ବେକ ଲଗାଇଥିବା ହାର ଉପରେ ଥିଲା କାରଣ ଅଭିନେତ୍ରୀ ମଙ୍ଗଲସୁତ୍ର ପିନ୍ଧି ନଥିଲେ। ସେ ବେକରେ ଏକ ସୁନ୍ଦର ହାର ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି ।
ସେହିପରି ରାଘବ ଚଢା ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ବିବାହ ପରେ ଏହି ଫଟୋଟି ରିସେପ୍ସନ୍ ଅଟେ । ଏହି ଦମ୍ପତି ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଫଟୋ ସେୟାର କରିନାହାଁନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ରାଘବ ଏବଂ ପରିଣିତୀଙ୍କ ଏହି ଫଟୋ ଉପରେ ପ୍ରେମର ବର୍ଷା କରୁଛନ୍ତି ଏବଂ ଜୀବନର ଏହି ନୂଆ ଆରମ୍ଭ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications