ରିଲିଜ୍ ହେଲା 'Paatal Lok 2'ର ଟିଜର୍, ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ୍

Paatal Lok 2 Teaser Out: ଅଭିନେତା ଜୟଦୀପ ଅହଲାୱତ୍ ନିଜ ଅଭିନୟ ପାଇଁ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ନିଜର ଶକ୍ତିଶାଳୀ ଅଭିନୟ ସହିତ ଲୋକଙ୍କ ହୃଦୟ ଜିଣିବାରେ ସେ ସଫଳ ହୋଇଛନ୍ତି । ତାଙ୍କର ଆଗାମୀ ୱେବ୍ ସିରିଜ୍ 'ପାତାଲ ଲୋକ 2'କୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ କ୍ରେଜ୍ ରହିଛି । ବର୍ତ୍ତମାନ ଏହାର ଟିଜର୍ ରିଲିଜ୍ ହୋଇଯାଇଛି । ଏହି ଟିଜରକୁ ଲୋକଙ୍କର ବେଶ୍ ଭଲ ପାଇବା ମଧ୍ୟ ମିଳୁଛି । ଏଥିସହ ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

'ପାତାଲ ଲୋକ ସିଜନ ୨'କୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବା ପାଇଁ ମିଳୁଛି । ଏହି ସିରିଜରେ ପ୍ରଥମ ପାର୍ଟ 2020ରେ ମୁକ୍ତିଲାଭ କରିଥିଲା । ଯାହାର କାହାଣୀ, ଷ୍ଟାରକାଷ୍ଟକୁ ବେଶ ଭଲ ପାଇବା ମିଳିଥିଲା ।

Paatal Lok 2

OTT ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିଥିଲା ଏହି ୱେବ୍ ସିରିଜ୍ । ଏହି ୱେବ୍ ସିରିଜର ପ୍ରଥମ ସିଜିନର ନିର୍ଦ୍ଦେଶକ ଥିଲେ ସୁଦୀପ ଶର୍ମା । ଏଥିରେ ଜୟଦୀପ ଅହଲାୱତ୍, ଇଶ୍ୱାକ ସିଂ, ଅଭିଷେକ ବାନାର୍ଜୀ ଏବଂ ନୀରଜ କବି ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ଏହି ସିରିଜର ଦ୍ୱିତୀୟ ସିଜନ୍ 17 ଜାନୁଆରୀ 2024 ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+