One Year of Josh App: ଆସନ୍ତାକାଲି ଶେଷ ହେଉଛି #EkNumber ଚ୍ୟାଲେଞ୍ଜ, ଖୁବଶୀଘ୍ର ଭାଗ ନିଅନ୍ତୁ
#EkNumber ଚ୍ୟାଲେଞ୍ଜରେ ଯାଥାଶୀଘ୍ର ଭାଗ ନିଅନ୍ତୁ । କାରଣ ଆସନ୍ତାକାଲି ଅର୍ଥାତ୍ 26 ଅଗଷ୍ଟ 2021 ଏହି ପ୍ରତିଯୋଗିତର ଶେଷ ଦିନ ।
ଜୋଶ; ଭାରତର ସର୍ବବୃହତ ସର୍ଟ ଭିଡିଓ ନିର୍ମାତା ଜୋସ୍ ଆପ୍ ସଫଳତା ସହିତ ଏହାର 1 ବର୍ଷ ପୂରଣ କରିଛି । ଏହି ଆପ୍ ପ୍ରତିଭା ଏବଂ ବିଷୟବସ୍ତୁ ସମ୍ପ୍ରଦାୟରେ ପ୍ରତିଷ୍ଠିତ ପ୍ରଭାବଶାଳୀମାନଙ୍କ ସଂପୂର୍ଣ୍ଣ ମିଶ୍ରଣ ସହିତ ଅଳ୍ପ ସମୟ ମଧ୍ୟରେ ସୋସିଆଲ ମିଡିଆରେ ଏକ ବଡ଼ ହିଟ୍ ହୋଇପାରିଛି । ଏଠାରେ ପ୍ରତିଭାବାନ ବ୍ୟକ୍ତି ସେମାନଙ୍କର ଛୋଟ ଭିଡିଓ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ଆପଣ ମଧ୍ୟ ଜୋସ୍ ଆପ୍ ମାଧ୍ୟମରେ ଆପଣଙ୍କର ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିପାରିବେ ।

ଆସନ୍ତାକାଲି ଶେଷ ହେଉଛି #EkNumber ଚ୍ୟାଲେଞ୍ଜ ପ୍ରତିଯୋଗିତା
ଜୋସ୍ ଆପ୍ ର ଏହି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରି ଆପଣ ପୁରସ୍କାର ଜିତିପାରିବେ । ବିଜେତା ଜୋଶ ଏକାଡେମୀରେ ଜଡିତ ହେବାର ସୁଯୋଗ ପାଇବେ । କେବଳ ଏତିକି ନୁହେଁ, ସେ ଜୋଶର ନୂଆ ଏକ ନମ୍ବର କଣ୍ଟେଣ୍ଟ କ୍ରିଏଟର ମଧ୍ୟ ହେବେ । ଏହା ବ୍ୟତୀତ ବିଜେତାଙ୍କୁ ମିଲିବ 50,000 ଟଙ୍କା ମୂଲ୍ୟର ନଗଦ ପୁରସ୍କାର । ଏସବୁ ବ୍ୟତୀତ ଶ୍ରେଷ୍ଠ ସେଲିବ୍ରିଟି ଏବଂ ମଡେଲମାନଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇବେ । #EkNumber ଚ୍ୟାଲେଞ୍ଜରେ ଯାଥାଶୀଘ୍ର ଭାଗ ନିଅନ୍ତୁ । କାରଣ ଆସନ୍ତାକାଲି ଅର୍ଥାତ୍ 26 ଅଗଷ୍ଟ 2021 ଏହି ପ୍ରତିଯୋଗିତର ଶେଷ ଦିନ ।
#EkNumber ଚ୍ୟାଲେଞ୍ଜ ଜୋସ୍ ଅଗଷ୍ଟ 2021 ରେ 1 ବର୍ଷ ପୂରଣ କରିଛି । ଏହି ବିଶେଷ ଉତ୍ସବକୁ ଅତି ସ୍ୱତନ୍ତ୍ର କରିବା ପାଇଁ ଜୋସ୍ ଆପ୍ ଏକ ନୂତନ ଆହ୍ୱାନ ଆଣିଛି । ବଲିଉଡ ସୁପରଷ୍ଟାର ସୋନୁ ସୁଦ ଏବଂ ମୌନୀ ରୟ ଜୋଶ ଆପର Ek Number ଚ୍ୟାଲେଞ୍ଜ ଲଞ୍ଚ କରିଛନ୍ତି । ଏହା 17 ଅଗଷ୍ଟରୁ ଆରମ୍ଭ ହୋଇଛି । ଏହି ଚ୍ୟାଲେଞ୍ଜ ନୃତ୍ୟ, ଫ୍ୟାଶନ୍, ଖାଦ୍ୟ, କମେଡି କିମ୍ବା ଫିଟନେସ୍ ଭଳି ପ୍ରତ୍ୟେକ ବର୍ଗ ପାଇଁ ରହିବ । ସୋନୁ ସୁଦ ଏବଂ ମୌନୀ ରୟ ଏହି ଚ୍ୟାଲେଞ୍ଜର ନେତୃତ୍ୱ ନେବେ ।
#BlueWarrior ଅଭିଯାନ ପରି ସାମାଜିକ ପଦକ୍ଷେପ ସହିତ, କରୋନା ସମୟରେ ଦେଶକୁ ସାହାଯ୍ୟ କରିବା ଭଳି ପ୍ରଶଂସନୀୟ ପଦକ୍ଷେପ ମଧ୍ୟ ନେଇଛି ଜୋସ୍ ଆପ୍ । ଏହି ବିଷୟବସ୍ତୁ କେତେକ ବୃହତ ବ୍ରାଣ୍ଡ ଏବଂ ସେଲିବ୍ରିଟିଙ୍କ ସହ ସହଯୋଗ କରି ବିଷୟବସ୍ତୁ ଏବଂ ଅନ୍ୟମାନଙ୍କୁ ଜଡିତ କରିବା ପାଇଁ ନୂତନ ଉପାୟ ପ୍ରଦାନ କରିଥାଏ । ଜୋସ୍ ସର୍ଟ ଭିଡିଓ ଆପ୍ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ନୃତ୍ୟ, ସଙ୍ଗୀତ, ଫ୍ୟାଶନ୍ ଠାରୁ କମେଡି ପର୍ଯ୍ୟନ୍ତ ଅନେକ ଭାଷା ଏବଂ ଅନେକ ଧାରା ଦେଖିବାକୁ ମିଳିଥାଏ ।
ଜୋଶ ଉପରେ ଭାରତର ଶୀର୍ଷ ଇନଫ୍ଲୁଏନ୍ସରମାନେ 20 ଅଗଷ୍ଟରୁ ପ୍ରତିଦିନ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲାଇଭ୍ ଯାଉଛନ୍ତି | ଏହି ସେଲିବ୍ରିଟିମାନଙ୍କ ନାମ ଏବଂ ବର୍ଗଗୁଡିକ ନିମ୍ନରେ ଦିଆଯାଇଛି |
- ଫିଟନେସ୍ - ଅଦନନ୍, ଶଦାନ, ଫୈଜ, ଫାଇସୁ, ବିଜଲି ମୁରଲୀ ।
- କମେଡି - ଓଏ ଇଷ୍ଟସ୍ ଏ ପ୍ରାଙ୍କ, ସମୀକ୍ଷା, ବିଶାଲ ପାରେଖ, ସୁକାଇନା ସୁଲତାନ, ହସେନ ।
- ନୃତ୍ୟ - ଇଶାନ, ସାନା ସୁଲତାନ ଖାନ, ପ୍ରିନ୍ସ ଗୁପ୍ତା, ମୋହକ ମଙ୍ଗାନୀ, ଦୀପକ ତୁଲସିଆନ୍
- ଫୁଡ- ମଧୁରା, ଫଜଲ, ମିଣ୍ଟ ରେସିପି, ଦିବ୍ୟା, କରୁଣା ।
- ଫ୍ୟାଶନ୍ - ଶାଦାନ୍, ବିଶାଲ ପାଣ୍ଡେ, କୃଷ୍ଣ ଗୱଲି, ଭାବିନ, ବୈଷ୍ଣବୀ ନାୟକ ।
#EkNumber ଚ୍ୟାଲେଞ୍ଜରେ, ଆପଣ ଦେଶର 8 ଟି ଭାଷା ସହିତ ସମସ୍ତ ପାଞ୍ଚଟି ବର୍ଗରେ ଅଂଶଗ୍ରହଣ କରିପାରିବେ । ଭିଡିଓଗୁଡିକ ପାଇଁ ଏହି 6 ଟି ହ୍ୟାସଟ୍ୟାଗ୍ ବ୍ୟବହାର କରନ୍ତୁ
- #EkNumber
- #EkNumberDanceStar
- #EkNumberFashionStar
- #EkNumberFoodStar
- #EkNumberComedyStar
- #EkNumberFitnessStar
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications