Get Updates
Get notified of breaking news, exclusive insights, and must-see stories!

ରେକର୍ଡ ସୃଷ୍ଟି କଲା ଓଡ଼ିଶା ସିନେମା ବୋଉ ବୁଟ୍ଟୁ ଭୁତ, ୨୫ ଦିନରେ କଲା ୧୫ କୋଟି ରୋଜଗାର

ଓଲିଉଡ଼ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ଅଭିନୀତ ବୋଉ ବୁଟ୍ଟୁ ଭୁତ' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହା ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର ପାଲଟିଛି । ଏହି ହରର୍ କମେଡି ଚଳଚ୍ଚିତ୍ରଟି ୨୦୨୫ର ସବୁଠାରୁ ଲାଭଦାୟକ ଚଳଚ୍ଚିତ୍ର ହୋଇଛି । ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଷ୍ଠ ବଢିବାରେ ଲାଗିଛି ।

Bowu Bhutto Bhoot

ଫିଲ୍ଲକୁ ଦର୍ଶକଙ୍କ ଅଧିକ ମାତ୍ରାରେ ଭଲପାଇବା ଦେବା ସହ କାହାଣୀକୁ ଲୋକ ଅଧିକ ପସନ୍ଦ କରିଛନ୍ତି ଯାହା ବର୍ତ୍ତମାନ ସମସ୍ତଙ୍କର ପସନ୍ଦ ପାଲଟିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଭିକି କୌଶଳଙ୍କ 'ଛାୱା'କୁ ପରାସ୍ତ କରିଛି । କୋଇମୋଇର ରିପୋର୍ଟ ଅନୁଯାୟୀ, ବୋଉ ବୁଟ୍ଟୁ ଭୁତ ୨୫ ଦିନରେ ୧୫.୧୦ କୋଟିର ନେଟ୍ କଲେକ୍ସନ କରିଛି । ସେହି ସମୟରେ, ଫିଲ୍ମଟି ୧୭.୮୧ କୋଟି ଆୟ କରିଛି । ଏହି ଫିଲ୍ମଟି ଓଡ଼ିଆ ସିନେମାରେ ଅନେକ ନୂତନ ରେକର୍ଡ ସ୍ଥାପନ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+