Get Updates
Get notified of breaking news, exclusive insights, and must-see stories!

ରାସ୍ତାମଝିରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମାଡ ମାରିଲେ ବାବୁଶାନଙ୍କ ପତ୍ନୀ, ଭିଡିଓ ଭାଇରାଲ

ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ରାସ୍ତା ଉପରେ ନିର୍ଯାତନା। ସୁପରଷ୍ଟାର ବାବୁଶାନଙ୍କ ପତ୍ନୀ ପ୍ରକୃତିଙ୍କୁ ମାଡ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭୁବନେଶ୍ବର: ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ରାସ୍ତା ଉପରେ ନିର୍ଯାତନା। ସୁପରଷ୍ଟାର ବାବୁଶାନଙ୍କ ପତ୍ନୀ ପ୍ରକୃତିଙ୍କୁ ମାଡ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁଶାନ ଏବଂ ତାଙ୍କ ପତ୍ନୀଙ୍କ ପାରିବାରିକ କହଳ ଆଜି ରାସ୍ତାରେ ।

viral video
ତେବେ ଭାଇରାଲ ହେଉଥିବ ଭିଡିଓରେ ବାବୁଶାନ ଏବଂ ପ୍ରକୃତି ଏକ ଗାଡିରେ ଥିବା ବେଳେ ପତ୍ନୀ ତାଙ୍କ ପିତା ଏବଂ କିଛି ଲୋକଙ୍କୁ ଧରି ସେହି ସ୍ଥାନରେ ପହଞ୍ଚିଥିଲେ । ଏହାପରେ ହଠାତ ବାବୁଶାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଝିଙ୍କିବା ସହ ତାଙ୍କୁ ରାସ୍ତାରେ ଗୋଡ଼ାଇ ମାରିବାକୁ ଉଦ୍ୟମ କରିବା ସହ ଠେଲା ପେଲା କରିଥିଲେ ବାବୁଶାନଙ୍କ ପତ୍ନୀ । ଆଜି ସକାଳେ ଏପରି ହାଇଡ୍ରାମା ରାଜଧାନୀର ସତ୍ୟନଗରରେ ଅଞ୍ଚଳରେ ଦେଖିବାକୁ ମିଳିଥିଲା।

ବାବୁଶାନଙ୍କ ପତ୍ନୀ ଘଟଣାସ୍ଥଳରେ ଜୋରରେ ଚିତ୍କାର କରି କହୁଥିଲେ ଯେ ଇଏ ମୋ ପରିବାର ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି । କିନ୍ତୁ ଏପରି ବ୍ୟବହାରରେ ପ୍ରକୃତି ମାନସିକ ଭାବେ ଦୁଃଖିତ ଥିବା କହିଛନ୍ତି । ତାଙ୍କ ସହ ନିର୍ଯାତନା ହୋଇଥିବା ଯୋଗୁଁ ସେ ବାବୁଶାନଙ୍କ ପତ୍ନୀଙ୍କ ନାମରେ ମାନହାନୀ ମକଦ୍ଦମା କରିବା ନେଇ ସ୍ପଷ୍ଟ କରିଛନ୍ତି । ବାବୁଶାନ କେବଳ ତାଙ୍କର ଜଣେ ଭଲ ବନ୍ଧୁ ଏବଂ ସେ ବର୍ତ୍ତମାନ ତାଙ୍କର କୋ-ଷ୍ଟାର । କାମ ନେଇ ସେ ବାବୁଶାନଙ୍କୁ ସକାଳେ ଭେଟିଥିବା କହିଛନ୍ତି । କିନ୍ତୁ ହଠାତ ଏପରି ଘଟିବ ବୋଲି ସେ ଭାବିନଥିବା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+