Get Updates
Get notified of breaking news, exclusive insights, and must-see stories!

କେବଳ ପୁନମ୍ ପାଣ୍ତେ ନୁହଁନ୍ତି, କ୍ୟାନ୍ସର ନେଇଛି ଏହି ଷ୍ଟାରଙ୍କ ଜୀବନ

Poonam Pandey: କ୍ୟାନ୍ସରେ ଆଜି ଅଭିନେତ୍ରୀ ପୁନମ ପାଣ୍ତେଙ୍କ ଦେହାନ୍ତ ହୋଇଛି । ଯାହା ପୁରା ବଲିଉଡ ସହ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ଚକିତ କରିଛି । ତେବେ କବେଳ ପୁନମ ହିଁ ନୁହଁନ୍ତି ଏହା ପୂର୍ବରୁ ଅନେକ ବଲିଉଡ ଷ୍ଟାରଙ୍କର ମଧ୍ୟ କ୍ୟାନ୍ସରେ ମୃତ୍ୟୁ ହୋଇଛି ।

କର୍କଟ ରୋଗ କାରଣରୁ ଇରଫାନ ଖାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। କୋଲନ୍ କ୍ୟାନ୍ସରେ ଅଭିନେତାଙ୍କ ପିଡିତ ଥିରେ । ଦୀର୍ଘଦିନର ଚିକିତ୍ସା ପରେ ମଧ୍ୟ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ଅଭିନେତା । ତାଙ୍କ ଦେହାନ୍ତ ପରେ ସାରା ବଲିଉଡରେ ଶୋକର ଛାୟା ଖେଳିଯାଇଥିଲା । ସେ ପ୍ରାୟ 2 ବର୍ଷ ଧରି ଏହି ଏହି ରୋଗ ସହ ସଂଘର୍ଷ କରିଥିଲେ । ହେଲେ ଶେଷରେ ସେ 29 ଏପ୍ରିଲ 2020 ଦୁନିଆକୁ ସବୁଦିନ ପାଇଁ ଅଲବିଦା କହି ଚାସିଯାଇଥିଲେ ।

Poonam Pandey

ଋଷି କପୁରଙ୍କ ଦେହାନ୍ତ ମଧ୍ୟ କ୍ୟାନ୍ସର ଯୋଗୁ ହୋଇଥିଲା । ସେ ପ୍ରାୟ ଏକ ବର୍ଷ ଧରି ନ୍ୟୁୟର୍କରେ ଚିକିତ୍ସା କରିବା ପରେ ଭାରତ ଫେରିଥିଲେ, କିଛି ଦିନ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଅଧିକ ବିଗିଡି ଯାଇଥିଲା ଏବଂ କର୍କଟ ରୋଗରେ ତାଙ୍କ ଦେହାନ୍ତ ହୋଇଥିଲା । ଅଭିନେତା ଲ୍ୟୁକେମିଆରେ ପୀଡିତ ଥିଲେ ଯାହା ଶ୍ୱେତ ରକ୍ତ କଣିକାର ଏକ ପ୍ରକାର କର୍କଟ ରୋଗ ଅଟେ । 30 ଏପ୍ରିଲ 2020 ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏହି ତାଲିକାରେ ଫିରୋଜ ଖାନଙ୍କ ନାଁ ମଧ୍ୟ ସାମିଲ ଅଛି । ସେ ମଧ୍ୟ କର୍କଟ ଭଳି ଏକ ଗୁରୁତର ରୋଗର ଶିକାର ହୋଇଥିଲେ। ସେ ଲଙ୍ଗସ୍ କ୍ୟାନ୍ସରରେ ପିଡିତ ଥିଲେ । ଯେଉଁଥିପାଇଁ ସେ 27 ଏପ୍ରିଲ 2009ରେ ତାଙ୍କ ଦେହାନ୍ତ ହୋଇଥିଲା ।

ନର୍ଗିସଙ୍କ ମୃତ୍ୟୁ ମଧ୍ୟ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ଅଭିନେତ୍ରୀ pancreatitis cancerରେ ପିଡିତ ଥିଲେ । 3 ମଇ 1981ରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିନେତ୍ରୀଙ୍କ ମୃତ୍ୟୁ ହେତୁ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା ।

ମେଟାବୋଲିକ୍ କର୍କଟ କାରଣରୁ ଅଭିନେତ୍ରୀ ସୁଜତା କୁମାରଙ୍କ ମୃତ୍ୟୁ ହୋଇଥିଲା। ସେ ଫୋର୍ଥ ଷ୍ଟେଜରେ ନିଜ ରୋଗ ବିଷୟରେ ଜାଣିବାକୁ ପାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+