Get Updates
Get notified of breaking news, exclusive insights, and must-see stories!

କାର୍ ଭିତରେ ନିଆଙ୍କ ହଟ୍ ଫଟୋ ସୁଟ୍ , ଫ୍ୟାନ୍ସ କହିଲେ ମୋଷ୍ଟ ବିୟୁଟିଫୁଲ୍‌ ପର୍ସନ ଇନ୍‌ ଦି ଓ୍ୱାର୍ଲଡ

MUMBAI ,BOLLYWOOD ,ENTERTAINMENT NEWS ,ENTERTAINMENT NEWS IN ODIA ,Nia SharmaPhoto Shoot ,SOCIAL MEDIA ,TRENDING PHOTO ,କାର୍ ଭିତରେ ନିଆଙ୍କ ହଟ୍ ଫଟୋ ସୁଟ୍ , ଫ୍ୟାନ୍ସ କହିଲେ ମୋଷ୍ଟ ବିୟୁଟିଫୁଲ୍‌ ପର୍ସନ ଇନ୍‌ ଦି ଓ୍ୱାର୍ଲଡ

ମୁମ୍ବାଇ: କାର୍ ଭିତରେ ନିଆ ଫଟୋ ସୁଟ୍ କଲେ ନିଆ ଶର୍ମା । ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ । ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ନିଆ ବ୍ଲାକ୍ ଡ୍ରେସରେ ଜଲୱା । କମେଣ୍ଟ ଓ ଲାଇକ୍ସର ହେଉଛି ବର୍ଷା ।ନିଜ ହଟ୍ ନେସ୍ ,ଫିଟ୍ ନେସ୍ ଓ ଡ୍ରେସ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି ନିଆ । ଇଣ୍ତଷ୍ଟ୍ରିର ଜଣେ ଜଣାସୁଣା ଚେହେରା ମଧ୍ୟ ।ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନିଆ ପ୍ରତ୍ୟକ ସମୟରେ ନିଜ ଷ୍ଟାଇଲରେ ପ୍ରଶଂସକଙ୍କୁ ଇମପ୍ରେସ କରନ୍ତି ।ହେଲେ ବେଳେ ନିଜ ଅତରଙ୍ଗି ଡ୍ରେସ ପାଇଁ ତାଙ୍କୁ ଟ୍ରୋଲର ଶିକାର ମଧ୍ୟ ହେବା ପାଇଁ ପଡିଥାଏ । ହେଲେ ନିଆ ଅନେକ ଥର କହିଛନ୍ତି ଯେ ସେ ସମାଲୋଚକଙ୍କୁ ବେଖାତିର କରନ୍ତି ।

NIA

ନିଆ ଶର୍ମା ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ଖୁବ୍‌ ବ୍ଲାକ ଡ୍ରେସରେ ଖୁବ ଷ୍ଟାଇଲିସ୍‌ ଅନ୍ଦାଜରେ ନଜର ଆସୁଛନ୍ତି ନିଆ । ଫଟୋ କ୍ୟାପସ୍‌ନରେ ସେ ଲେଖିଛନ୍ତି ଇନ୍‌ ଦ କାର୍‌ ବୋଲି ଲେଖାଯାଇଛି । ନିଆଙ୍କର ଏହି ଫଟୋକୁ କିଛି ପ୍ରଶଂସା କରୁଥିବା ବେଳେ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି ।

୨୦୧୦ରେ ଷ୍ଟାର ପ୍ଲସର ସିରିୟଲ କାଲି-ଏକ ଅଗ୍ନିପରୀକ୍ଷା ଜରିଆରେ ସେ ଟେଲିଭିଜନ ଜଗତରେ ପାଦ ଦେଇଥିଲେ । ହେଲେ ଜି ଟିଭିରେ ଶୋ' 'ଜମାଇ ରାଜା' ସିରିୟଲ ତାଙ୍କୁ ଘରେ ଘରେ ପରିଚିତ କରିଥିଲା ।ଏବେ ନିଆ ଅନେକ ଆଲ୍‌ବମ ଗୀତରେ ମଧ୍ୟ ନଜର ଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+