ସୁନ୍ଦରଗଡର ବୋହୂ ପିନ୍ଧିଲେ ଦେଶର ସୁନ୍ଦରୀ ମୁକୁଟ

ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ବନିଛନ୍ତି ଚଳିତ ବର୍ଷର ମିସେସ୍ ଇଣ୍ଡିଆ।

ଭୁବନେଶ୍ୱର: ଦେଶରେ ସବୁଠାରୁ ସୁନ୍ଦରୀ ବୋହୂ ହେଉଛନ୍ତି ଓଡିଆଣୀ । ଏହା ଆମେ କହୁନୁ, ବରଂ ଏହାକୁ ପ୍ରମାଣିତ କରିଛନ୍ତି ଜଣେ ଓଡିଆ ବୋହୂ । ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ସେ ସବୁ ରାଜ୍ୟ ବୋହୂଙ୍କୁ ପଛରେ ପକାଇ ବିଜୟୀ ମୁକୁଟ ପିନ୍ଧିଛନ୍ତି । ଆଜ୍ଞା ହଁ, ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ବନିଛନ୍ତି ଚଳିତ ବର୍ଷର ମିସେସ୍ ଇଣ୍ଡିଆ।

Navdeep Kaur

ମୁମ୍ବାଇରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ମହିଳାଙ୍କୁ ପଛରେ ନବଦୀପ ବନିଛନ୍ତି ମିସେସ୍ ଇଣ୍ଡିଆ। ଗତ ଅକ୍ଟୋବରରୁ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନ୍‌ରେ ଭାଗ ନେବା ପରେ ଏଥିରେ ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ ସେ।

ଗତ ଦୁଇ ଦିନ ତଳେ ମୁମ୍ବାଇରେ ଆୟୋଜିତ ଫାଇନାଲ୍ ରାଉଣ୍ଡରେ ନବଦୀପଙ୍କୁ କ୍ରାଉନ୍ ପିନ୍ଧାଇ ବିଜେତା ଘୋଷିତ କରାଯାଇଛି। ବିବାହ ପରେ ବି ମହିଳା ନିଜ ପ୍ରତିଭାକୁ ପରିପ୍ରକାଶ କରିପାରିବେ। କେବଳ ଘରର ଚାରି କାନ୍ଥରେ ନୁହେଁ ସେ ବାହାରକୁ ବାହାରି ନିଜ ପରିବାରକୁ ଗର୍ବିତ କରାଇପାରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ନବଦୀପ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+