ଅଜୟ ଦେବଗନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, ବିଶାଲ ଭରଦ୍ୱାଜ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ

ଅଜୟ ଦେବଗନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, ବିଶାଲ ଭରଦ୍ୱାଜ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ

୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ରାଜଧାନୀ ଦିଲ୍ଲୀରେ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜିତ ହୋଇଛି । ଚଳଚ୍ଚିତ୍ର 'ତାହ୍ନାଜୀ ଦ ଅନସଙ୍ଗ ୱାରିଅର୍' ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଏହା ବ୍ୟତୀତ ପ୍ରସିଦ୍ଧ ମ୍ୟୁଜିକ୍ କମ୍ପୋଜର ତଥା ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ 1232 kmର ଗୀତ 'ମାରେଙ୍ଗେ ତୋ ୱାହିଁ ଜାକର' ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପୁରସ୍କାରର ଘୋଷଣା ୨୨ ଜୁଲାଇରେ ହୋଇଯାଇଥିଲା । ୩୦ ସେପ୍ଟେମ୍ବରରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

National Film Awards 2022


ଅଜୟ ଦେବଗନଙ୍କ ସହ ସୁରିଆ ଟାଇଟଲ ଜିତିଥିଲେ
ଜୁଲାଇ ୨୨ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଘୋଷିତ ହୋଇଥିଲା । ସାଉଥ ଷ୍ଟାର ସୁରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ବିବେଚିତ କରାଯାଇଛି । ଫିଲ୍ମ 'ସୋରାରାଇ ପୋଟ୍ରୁ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ଅଭିନେତା । ସେହିପରି ତାଙ୍କ ଅଭିନୀତ 'ସୋରାରାଇ ପୋଟ୍ରୁ' ଅଲ୍ ଟାଇମ୍ ଏଣ୍ଟରଟେନିଂ ଫିଲ୍ମ ପୁରସ୍କାର ପାଇଛି ।ସେହିପରି 'ତୁଲସିଦାସ ଜୁନିୟର' କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି । ଦିଲ୍ଲୀରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+