ପୁଣିଥରେ ପଡ଼ିବ ନାଗା ଚୈତନ୍ୟଙ୍କ ହାତଗଣ୍ଠି, ଏହି ସୁନ୍ଦରୀଙ୍କୁ କରିବେ ଦ୍ୱିତୀୟ ବିବାହ
Naga Chaitanya: ସାଉଥ ଷ୍ଟାର ନାଗା ଚୈତନ୍ୟଙ୍କ ପୁଣିଥରେ ପଡ଼ିବ ହାତଗଣ୍ଠି । ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ନାଗା । ବିବାହ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ସେ ତାଙ୍କ ପ୍ରଥମ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ୨୦୨୧ ଅକ୍ଟୋବର ୨ ରେ ଡିଭୋର୍ସ ଦେଇଥିଲେ । ନାଗା ସାମନ୍ଥାଙ୍କ ଠାରୁ ଛାଡପତ୍ର ହେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି ।
ଏକ ରିପୋର୍ଟ ଅନୁଯାୟୀ, ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଦ୍ୱିତୀୟ ବିବାହ ଯୋଜନା କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଝିଅର ପରିଚୟ ପ୍ରକାଶ କରାଯାଇ ନାହିଁ । କିନ୍ତୁ ମିଳିଥିବା ସୂଚନାନୁସାରେ, ଉକ୍ତ ଯୁବତୀ ଜଣଙ୍କ ଜଣେ ବ୍ୟବସାୟୀକ ପରିବାରର ଏବଂ ଗ୍ଲାମର ଦୁନିଆ ସହିତ କୌଣସି ସମ୍ପର୍କ ନାହିଁ । ତେବେ ଏହି ଖବର ସମ୍ପର୍କରେ ଅଭିନେତା କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

କହିରିଖୁ କି, ନାଗାଙ୍କ ଅଭିନୀତ ଫିଲ୍ମ 'ୟେ ମାୟା ଚେସାଭ'ର ସେଟରେ ସେ ସାମନ୍ଥାଙ୍କୁ ଭେଟିଥିଲେ । ପରେ ସୁଟିଂ ସେଟରୁ ଆରମ୍ଭ ହୋଇଥିବା ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ୨୦୧୭ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ତେବେ ବିବାହର କିଛି ଦିନ ପରେ ଦାମ୍ପତ୍ୟ ଜୀବନରେ ଆରମ୍ଭ ହୋଇଥିଲା ଝଡ଼ । ପରେ ପରପ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ସାଉଥ୍ ଉଣ୍ତଷ୍ଟ୍ରି ଏହି କ୍ୟୁଟ୍ ଫୁଲ୍ କପଲ ୨୦୨୧ ଅକ୍ଟୋବର ୨ ରେ ପରପ୍ପର ଠାରୁ ଆଇନ୍ ଗତ ଭାବେ ଅଲଗା ହୋଇଥିଲେ । ଷ୍ଟାର କପଲଙ୍କ ବିଚ୍ଛେଦ ଖବର ହଇଚଇ ସୃଷ୍ଟି କରିଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications