'Naagin 7'ରେ ନଜର ଆସିବେ ଏହି ଅଭିନେତ୍ରୀ, ରିଲିଜ୍ ହେଲା ପ୍ରୋମୋ

Naagin 7:ଟେଲିଭିଜନର ସବୁଠାରୁ ଲୋକପ୍ରିୟ ସୋ ମଧ୍ୟରୁ 'ନାଗିନ୍' ଅନ୍ୟତମ । ଏହି ସୋ'ର ଟିଆରପି ସାଧାରଣତଃ ଅଧିକ ରହିଥାଏ । ଏହି ଧାରାବାହିକର ପ୍ରତ୍ୟେକ ସିଜିନର କାହାଣୀ ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଦର୍ଶକଙ୍କୁ ଆକୃଷ୍ଟ କରିବା ପରି ଥାଏ । ଏହି ସୋ'ର 'ସିଜନ୍ 6'ମଧ୍ୟ ସୁପରହିଟ୍ ରହିଥିବାଲ । କାହାଣୀ ସହ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା । 'ନାଗିନ୍ 6'ରେ ବିଗ୍ ବସ୍ 15 ବିଜେତା ତେଜସ୍ୱୀ ପ୍ରକାଶ, ସିମ୍ବା ନାଗପାଲ, ମହକ ଚହଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିଥିଲା ।

'ନାଗିନ୍ 7'ର ପ୍ରୋମୋ ରିଲିଜ୍
'ନାଗିନ୍ ସିଜନ୍ 6'ର ରାପ୍ଅପ୍ ହୋଇସାରିଛି ଏବଂ ବର୍ତ୍ତମାନ ଖୁବ ଶୀଘ୍ର 'ନାଗିନ୍'ର ସିଜନ୍ 7 ଆରମ୍ଭ ହେବା ପାଇଁ ଯାଉଛି । ଯାହାର ପ୍ରୋମୋ ମଧ୍ୟ କଲର୍ସ ପକ୍ଷରୁ ସେୟାର ହୋଇସାରିଛି । ହେଲେ ଆସନ୍ତା ସିଜିନରେ କିଏ ନାଗିନ୍ ଚିରିତ୍ରରେ ନଜର ଆସିବେ ତାହାକୁ ଗୁପ୍ତ ରଖାଯାଇଛି ।

Naagin 7

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଗ୍ ବସ 16ର ପ୍ରତିଯୋଗି ପ୍ରିୟଙ୍କା ଚୌଧୁରୀ ଏବଂ ଗୁମ୍ ହୈ କିସି କେ ପ୍ୟାର୍ ମେନ୍'ର ଅଭିନେତ୍ରୀ ଆୟେଶା ସିଂଙ୍କୁ 'ନାଗିନ୍ 7' ରେ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+