Get Updates
Get notified of breaking news, exclusive insights, and must-see stories!

ରୋମାଣ୍ଟିକ ଅନ୍ଦାଜରେ ମଲାଇକା

MUMBAI'S ROMANTIC WEATHER CHANGE MALAIKA'S MOOD.. MALAIKA SHARE A LOVELY VEDIO WITH ARJUN KAPOOR.କିଛି ସମୟ ପୂର୍ବରୁ ମଲାଇକା ଅର୍ଜୁନଙ୍କ ସହ ପ୍ୟାରିସର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଉଭଙ୍କର ଖୁସି ଜଣାପଡୁଛନ୍ତି

ମୁମ୍ବାଇ:ଅର୍ଜୁନ କପୁର ମଲାଇକା ଅରୋରାଙ୍କ ପ୍ରେମର ଚର୍ଚ୍ଚା ଏବେ ସବୁଠି । ଏହି ଷ୍ଟାର କପଲଙ୍କୁ ଏବେ ନାହିଁ କାହାରି ଭୟ ।ନିକଟରେ ଅର୍ଜୁନ କପୁରଙ୍କ ବର୍ଥଡେ ସେଲିବ୍ରେଟ ପାଇଁ ଉଭୟ ପ୍ୟାରିସରେ ପହଁଚିଥିଲେ ମଲାଇକା ଅର୍ଜୁନଙ୍କ ସହ ଟାଇମ୍ ସ୍ପେଣ୍ତ କରିବା ସହ ଅନେକ ଫୋଟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ।ତେବେ ଏହି ଲବ୍ ବର୍ଡଙ୍କ ପ୍ରେମର ଚର୍ଚ୍ଚା ଏବେ ବିଟାଉନରେ ଜୋରଧରିଛି । ସୋସିଆଲ ମିଡିଆରେ ମଧ୍ୟ ଏବେ ଉଭୟ ପରସ୍ପର ଫଟୋ ପୋଷ୍ଟ କରିବା ଆରମ୍ଭ କରିଦେଇଛନ୍ତି । କିଛି ସମୟ ପୂର୍ବରୁ ମଲାଇକା ଅର୍ଜୁନଙ୍କ ସହ ପ୍ୟାରିସର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଉଭଙ୍କର ଖୁସି ଜଣାପଡୁଛନ୍ତି ।ଯେଉଁ ଭିଡିଓ ଫ୍ୟାନ୍ସଙ୍କର ଢେର୍ ପ୍ରଶଂସା ସାଉଁଟୁଛି ।

ମଲାଇକା ଓ ଅର୍ଜିୁନ ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । ଦୁହିଁଙ୍କ ମଧ୍ୟ ବୟସର ବ୍ୟବଧାନ ରହିଛି । ଯେଉଁଥି ପାଇଁ ଅନେକ ଥର ତାଙ୍କୁ ଟ୍ରୋଲ ମଧ୍ୟ ହେବା ପାଇଁ ପଡିଥାଏ ।ହେଲେ ଏହି ଲଭଲି କପଲକୁ କେବେ କୌଣସି କଥାର ଫରକ ପଡି ନାହିଁ । ଅନେକ ଫ୍ୟାନ୍ସ ଏହି ଷ୍ଟାର କପଲଙ୍କ ବିବାହ ବିଷୟରେ ଜାଣିବା ପାଇଁ ଚାହୁଁଥିବା ବେଳେ ନିଜ ବିବାହକୁ ନେଇ କେବେ ଚର୍ଚ୍ଚା କରିନାହଁନ୍ତି ମଲାଇକା ଅର୍ଜୁନ ।

MALAIKA

ତେବେ ମଲାଇକା ଏବେ ଟେଲିଭିଜନ ଦୁନିଆର ରାଣୀ ସାଜିଛନ୍ତି ଅନେକ ରିଆଲିଟି ଶୋ'ରେ ସେ ଜଜ୍ ଭାବେ ନଜର ଆସୁଛନ୍ତି । ସେପଟେ ଅର୍ଜୁନ କପୁରଙ୍କୁ 'ଭିଲେନ୍ ରିଟର୍ନସ୍'ରେ
ଦେଖିବାକୁ ମିଳିବ ଯାହାର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଏହା ବ୍ୟତୀତ 'କୁଟି' ଏବଂ 'ଦ ଲେଡି କିଲର' ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+