ସୁପରଷ୍ଟାର ସିଙ୍ଗରର ସିଜନ 2 ଟାଇଟଲ ହାତେଇଲେ ମହମ୍ମଦ ଫୈଜ
ସୁପରଷ୍ଟାର ସିଙ୍ଗର ସିଜନ 2 ଶେଷ ହୋଇଛି । ଟାଇଟଲ ହାତେଇଛନ୍ତି ମହମ୍ମଦ ଫୈଜ।
ମୁମ୍ବାଇ: ସୁପରଷ୍ଟାର ସିଙ୍ଗର ସିଜନ 2 ବିଜୟୀ ହେଲେ ମହମ୍ମଦ ଫୈଜ। ନିଜର ସଂଗୀତ ମାଧ୍ୟମରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ ଫୈଜ । ପ୍ରତିଟି ଏପିସୋଡରେ ନୂଆ ନୂଆ ଗୀତ ନେଇ ମଞ୍ଚକୁ ଆସୁଥିଲେ ଏହି ସିଙ୍ଗର । ତେବେ ଗ୍ରାଣ୍ଡ ଫିନାଲେ ରେ ସେ ବିଜେତା ହେବା ପରେ ତାଙ୍କୁ ପୁରସ୍କାର ବାବଦକୁ ଟ୍ରଫି ସହ ତାଙ୍କୁ 15 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।














Click it and Unblock the Notifications