Get Updates
Get notified of breaking news, exclusive insights, and must-see stories!

Met Gala 2023:ଅଭିନେତ୍ରୀଙ୍କୁ କଡା ଟକ୍କର ଦେଲେ ଇଶା ଅମ୍ବାନି, ସିମ୍ପଲ ଲୁକରେ ଜିଣିଲେ ପ୍ରଶଂସକଙ୍କ ମନ

Met Gala 2023:ଦୁନିଆର ସବୁଠୁ ବଡ ଫ୍ୟାଶନ ଇଭେଣ୍ଟ ମେଟ ଗାଲା 2023ରେ, ହଲିଉଡରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତ ଅଭିନେତ୍ରୀମାନେ ନିଜ ଜଲୱା ଦେଖାଇଥିଲେ ଏବଂ ଢେର୍ ପ୍ରଶଂସା ସାଉଁଟିଥିଲେ । ହେଲେ ଏହି ତାଲିକାରେ କେବଳ ଅଭିନେତ୍ରୀ ନୁହଁନ୍ତି, ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ମଧ୍ୟ ନିଜ ଲୁକରେ ସମସ୍ତ ଅଭିନେତ୍ରୀଙ୍କୁ ଦେଇଥିଲେ କଟା ଟକ୍କର ।

ମେଟ ଗାଲାରେ ଇଶା ଅମ୍ବାନୀ
ନ୍ୟୁୟର୍କରେ ଆୟୋଜିତ ଫ୍ୟାଶନ ଇଭେଣ୍ଟ ମେଟ ଗାଲା 2023ରେ ଯୋଗ ଦେଇଥିଲେ ଇଶା ଅମ୍ବାନୀ । ଇଶା ବହୁ ବର୍ଷ ଧରି ମେଟ ଗାଲାର ଏକ ଅଂଶ ହୋଇଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ନିଜ ସୌନ୍ଦର୍ଯ୍ୟରେ ସେ ସମସ୍ତଙ୍କ ହୋସ୍ ଉଡାଇଥିଲେ । ତାଙ୍କ ଲୁକ୍, ତାଙ୍କ ଷ୍ଟାଇଲ୍ ଏବଂ ଫ୍ୟାସନର ଆଜି ଲାଇମଲାଇଟରେ ରହିଛି । ଏହି ବର୍ଷ ଇଶା ଅମ୍ବାନୀ ନେପାଳୀ-ଆମେରିକୀୟ ଡିଜାଇନର୍ ପ୍ରବଲ ଗୁରୁଙ୍ଗଙ୍କ ଦ୍ୱାରା ପ୍ରସ୍ତୁତ କଳା ସାଟିନ୍ ସାରି ଗାଉନ୍ ପିନ୍ଧିଥିଲେ ।

Met Gala 2023

ଅଭିନେତ୍ରୀଙ୍କୁ ଟକ୍କର ଦେଇଥିଲେ ଇଶା

ଇଶା ଅମ୍ବାନୀ ଏହି ଭାରତୀ ଲୁକରେ ଖୁବ ସୁନ୍ଦର ଲାଗୁଥିଲେ । ସେ ହାଲୁକା ମେକଅପ୍ ସହ ଷ୍ଟ୍ରେଟ୍ ହେୟାର୍ ସାଙ୍ଗକୁ ତାଙ୍କର ସିମ୍ପଲ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ଲୁକକୁ ଅନେକ ପ୍ରଶଂସା କରୁଛନ୍ତି । ନିଜ ସିମ୍ପଲ ଲୁକରେ ଇଶା ଅନେକ ବଡ଼ ବଡ଼ ଅଭିନେତ୍ରୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ।

ତେବେ ୨୦୧୯ ରେ ଆୟୋଜିତ ଏହି ଇଭେଣ୍ଟରେ ମଧ୍ୟ ସେ ପ୍ରବଲ ଗୁରୁଙ୍ଗଙ୍କ ଏକ ସୁନ୍ଦର ଡ୍ରେସରେ ନଜର ଆସିଥିଲେ । ସେତେବେଳେ ମଧ୍ୟ ସେ ନିଜ ଲୁକରେ ପ୍ରଶଂସକଙ୍କୁ ଇମପ୍ରେସ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+