କାନ୍ସରେ ଏପରି ଅନ୍ଦାଜରେ ନଜର ଆସିଲେ ମୌନୀ ରୟ, ଫ୍ୟାନ୍ସ କହିଲେ ଏପରି କଥା....
ମୁମ୍ବାଇ:ବର୍ତ୍ତମାନ ମୌନୀ ରୟଙ୍କ କାନ୍ସ ଲୁକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୁବ ଷ୍ଟାଇଲିଷ୍ଟ୍ ଅନ୍ଦାଜରେ ନଜର ଆସିଥିଲେ ଅଭିନେତ୍ରୀ । ମୌନୀ ଏକ ନୀଳ କଲର ଡ୍ରେସରେ ନଜର ଆସିଥିଲେ । ଯେଉଁଥିରେ ସେ ଖୁବ ସୁନ୍ଦର ଦିଶୁଥିଲେ ।
ମୌନୀ ରୟଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପ୍ରଶଂସକ ଏହି ଫଟୋ ସେୟାର ମଧ୍ୟ କରୁଛନ୍ତି । ଅନ୍ୟପକ୍ଷରେ, ଏହି ଫଟୋଗୁଡ଼ିକ ପାଇଁ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ୟୁଜର୍ସ । ବର୍ତ୍ତମାନ ଅନେକ ଲୋକ ଅଭିନେତ୍ରୀଙ୍କ ଡ୍ରେସର ମଜାକ ଉଡାଇବା ସହ ସମାଲୋଚନା କରୁଛନ୍ତି ।

ମୌନୀ ରୟ ନିଜେ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଲେଖି ସେ ସୂଚନା ଦେଇଥିଲେ ଯେ, ସେ ଏପରି ଅନ୍ଦାଜରେ କାନ୍ସ ଫ୍ୟାସନ୍ ଇଭେଣ୍ଟର ରେଡ୍ କାର୍ପେଟରେ ୱାକ୍ କରିଥିଲେ । ମୌନୀଙ୍କର ଏହି ଲୁକର ପ୍ରଶଂସା କରିଥିଲେ ତାଙ୍କ ବନ୍ଧୁ
ଦିଶା ପଟାନି ଏବଂ ଆଶ୍କା । ହେଲେ ଦର୍ଶକଙ୍କୁ କିଛି ଖାସ୍ ପସନ୍ଦ ଆସିନଥିଲା ତାଙ୍କ ଲୁକ୍ ।
ମୌନୀ ରୟଙ୍କୁ ପରିହାସ କରି ଜଣେ ଉପଭୋକ୍ତା ଲେଖିଛନ୍ତି - ଆରେ, ଜାଲର ମାଲିକ କୁଆଡେ ଗଲେ, ତାଙ୍କୁ କୁହ ଯେ ତାଙ୍କ ଜାଲରେ ଏକ ବିରାଟ ମାଛ ଫସି ରହିଛି । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି,ବୋଧହୁଏ ଆପଣ ପ୍ରଥମ ଥର ପାଇଁ କାନ୍ସରେ ଯୋଗ ଦେଉଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications