ମନୋଜ ବାଜପେୟୀଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍, ଇନଷ୍ଟାଗ୍ରାମରେ ଦେଲେ ସୂଚନା
ମନୋଜ ବାଜପେୟୀଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍, ଇନଷ୍ଟାଗ୍ରାମରେ ଦେଲେ ସୂଚନା
ମୁମ୍ବାଇ: ଲଗାତାର ହେଉଛି ସେଲିବ୍ରେଟମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ । ଚର୍ଚ୍ଚା ମଧ୍ୟ ଜୋରଧରୁଛି । ଏହାରି ମଧ୍ୟରେ ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ଅଭିନେତା ନିଜେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ ନିଜ ଫ୍ୟାନ୍ସ, ବନ୍ଧୁ, ପରିବାରର ସଦସ୍ୟଙ୍କୁ ବର୍ତ୍ତମାନ ଟ୍ୱିଟରେ କଥା ନ ହେବା ପାଇଁ ମଧ୍ୟ କହିଛନ୍ତି ।

ଅଭିନେତା ମନୋଜ ବାଜପେୟୀ ଗତ ମାସରେ ଅପୁର୍ବା ସିଂ କାରକିଙ୍କ ଅନଟାଇଟଲ୍ କୋର୍ଟ ରୁମ ଡ୍ରାମା ପାଇଁ ସୁଟିଂ ଶେଷ କରିଛନ୍ତି । ନିକଟରେ ମନୋଜ ବାଜପେୟୀ ଏକ ମ୍ୟୁଜିକ୍ ଭିଡିଓରେ ଡେବ୍ୟୁ କରିଥିଲେ ।












Click it and Unblock the Notifications