ଓସ୍କାର ପୁରସ୍କାର ଦୌଡ଼ରେ ମାଲାୟାଲମ ଚଳଚ୍ଚିତ୍ର ‘ଜାଲିକଟ୍ଟୁ'

ଓସ୍କାର ଦୌଡ଼ରେ ଚଳିତ ବର୍ଷର ପ୍ରଥମ ଭାରତୀୟ ସିନେମା । ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେଲା ମାଲାୟାଲମ ଚଳଚ୍ଚିତ୍ର ‘ଜାଲିକଟ୍ଟୁ’

ନୂଆଦିଲ୍ଲୀ: ଓସ୍କାର ଦୌଡ଼ରେ ଚଳିତ ବର୍ଷର ପ୍ରଥମ ଭାରତୀୟ ସିନେମା । ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେଲା ମାଲାୟାଲମ ଚଳଚ୍ଚିତ୍ର 'ଜାଲିକଟ୍ଟୁ' । ତେବେ ଅନ୍ତର୍ଜାତୀୟ ଫିଚର ଫିଲ୍ମ ଦୌଡ଼ରେ ସାମିଲ କରାଯାଇଛି ଏହି ମାଲାୟାଲମ ଚଳଚିତ୍ରକୁ । ସିନେମାର ପଞ୍ଜୀକରଣ ନେଇ ଭାରତୀୟ ଚଳଚ୍ଚିତ୍ର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଜାଲିକଟ୍ଟୁ

ତେବେ ଏହି ମାଲାୟାଲମ ଚଳଚିତ୍ର ଭିନ୍ନ ହୀନ୍ଦି, ତେଲୁଗୁ ଓ ତାମିଲ ସିନେମାକୁ ପଛରେ ପକାଇ ରେସରେ ସ୍ଥାନ ପାଇଛି । ବିଦୁ ବିନୋଦ ଚୋପ୍ରାଙ୍କ ହିନ୍ଦୀ ସିନେମା ଶିକାରା, ଦୀପିକା ପାଦୁକୋନଙ୍କ ଅଭିନିତ ଛପାକ୍, ଗୁନ୍ଜାନ୍ ସାକ୍ସେନା ଓ ନେଟଫ୍ଲିକ୍ସ ରିଲିଜ୍ ହୋଇଥିବା ବବୁଲ, ସିରିୟସ ମେନ, ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା ଶକୁନ୍ତଳା ଦେବୀ, ଛଲାଙ୍ଗ ଏବଂ ଗୁଲାବୋ ସାଇଟାବୋ ଭଳି 26 ପ୍ରତିଯୋଗୀଙ୍କୁ ପଛରେ ପକାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+