Get Updates
Get notified of breaking news, exclusive insights, and must-see stories!

ଫିଟନେସ୍ ରାଣୀ ମଲାଇକାଙ୍କ ନୂଆ ରିଆଲିଟି ଶୋ' 'Moving In With Malaika', ଦେଖନ୍ତୁ ଦମଦାର ପ୍ରୋମୋ

ଫିଟନେସ୍ ରାଣୀ ମଲାଇକାଙ୍କ ନୂଆ ରିଆଲିଟି ଶୋ' 'Moving In With Malaika', ଦେଖନ୍ତୁ ଦମଦାର ପ୍ରୋମୋ

ମୁମ୍ବାଇ: ଲାଇଲାଇଟ୍ ଯେମିତି ମଲାଇକାଙ୍କ ପିଛା ଛାଡିବା ପାଇଁ ନାରାଜ । ଫିଟନେସ୍, ଷ୍ଟାଇଲ୍, ବ୍ରେକଅପ୍, ପ୍ୟାଚଅପ୍ ,ରିଲେସନସିପ୍ ସବୁକୁ ନେଇ ସେ ରହିଥାନ୍ତି ହେଡଲାଇନରେ । ଆଜିକାଲି ଅଭିନେତ୍ରୀ ତାଙ୍କର ଆଗାମୀ ରିଆଲିଟି ଶୋ 'Moving In With Malaika'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଅଭିନେତ୍ରୀଙ୍କର ଆଗାମୀ ଶୋ'ର ପ୍ରୋମୋ ମଧ୍ୟ ରିଲିଜ୍ ହୋଇଯାଇଛି । ଡିସେମ୍ବର ୫ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ମଲାଇକାଙ୍କ ଶୋ' ପ୍ରିମିୟର ହେବାକୁ ଯାଉଛି । କିଛି ଦିନ ପୂର୍ବରୁ, ମଲାଇକା ଏହାର ଏକ ପ୍ରମୋ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ଅଭିନେତ୍ରୀ ତାଙ୍କ ବୟସ, ପୋଷାକ, ପ୍ରେମ ଜୀବନ ଏବଂ ଫ୍ୟାଶନ ବିଷୟରେ ଟିପ୍ପଣୀ ଦେଉଥିବା ଟ୍ରୋଲରମାନଙ୍କୁ କଡା ସଠିକ୍ ଉତ୍ତର ଦେଇଥିଲେ ।

ଏହି ରିଆଲିଟି ଶୋ'ରେ ମଲାଇକା ତାଙ୍କ ଜୀବନର ଅନେକ ଅଜଣା କଥା ବିଷୟରେ ଆଲୋଚନା କରିବେ । ଶେଷ ପ୍ରୋମୋରେ ଅଭିନେତ୍ରୀ ତାଙ୍କ ଅଭିନୟ କ୍ୟାରିୟର ଏବଂ ଚଳଚ୍ଚିତ୍ର ଜୀବନକୁ ନେଇ ଅନେକ ଅଜଣା କଥା ଦର୍ଶକଙ୍କୁ ଜଣାଉଥିବାର ଦେଖିବା ପାଇଁ ମିଳୁଛି । ପ୍ରମୋରେ, ମଲାଇକା ଶୋ'ର ପ୍ରଥମ ଭାଗ ପାଇଁ ସୁଟିଂ କରୁଛନ୍ତି । ମଲାଇକା ନିଜ ଜୀବନର ସଂଘର୍ଷ ଏବଂ କ୍ୟାରିୟର ବିଷୟରେ ଅନେକ ଅଜଣା କଥା ମଧ୍ୟ ଏହି ପ୍ରୋମୋରେ ଉଲ୍ଲେଖ କରିଛନ୍ତି । ତେବେ ଏହି ଶୋ' ମାଧ୍ୟମରେ ଦର୍ଶକ ମଲାଇକାଙ୍କୁ ଅତି ନିକଟରୁ ଜାଣିବାର ସୁଜୋଗ ପାଇବେ ।

Moving In With Malaika
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+