Get Updates
Get notified of breaking news, exclusive insights, and must-see stories!

ସମାଲୋଚକଙ୍କ ମୁହଁ ବନ୍ଦ କଲେ ମଲାଇକା , ଡ୍ରେସ ପାଇଁ ହୁଅନ୍ତି ଟ୍ରୋଲିଂର ଶିକାର

Malaika Arora opened up about for her outfits and said that women are alwaysjudged for their hemlines .ସମାଲୋଚକଙ୍କ ମୁହଁ ବନ୍ଦ କଲେ ମଲାଇକା , ଡ୍ରେସ ପାଇଁ ହୁଅନ୍ତି ଟ୍ରୋଲିଂର ଶିକାର

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ପ୍ରାୟତଃ ନିଜ ଡ୍ରେସ ଓ ଲୁକକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଯେତେବେଳେ ଅଭିନେତ୍ରୀ କୌଣସି ନୂଆ ପୋଷାକ ପିନ୍ଧନ୍ତି, ଏହାର ଆଲୋଚନା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଏଥି ସହିତ, ମଲାଇକାଙ୍କୁ ତାଙ୍କ ଷ୍ଟାଇଲ ପାଇଁ ସମାଲୋଚନା ମଧ୍ୟ କରାଯାଇଥାଏ ।ଆଜି ଆମେ ଆପଣଙ୍କୁ ମଲାଇକାଙ୍କର ଏକ ପୁରାତନ ସାକ୍ଷାତକାର ବିଷୟରେ ଜଣାଇବୁ ଯେଉଁଥିରେ ସେ କହିଥିଲେ ଲୋକ ତାଙ୍କୁ ତାଙ୍କ ଡ୍ରେସ ଅନେକ ଥର ଟ୍ରୋଲ କରିଛନ୍ତି ।

MALAIKA

ମଲାଇକା କହିଥିଲେ ଯେ, ସେ 'କ'ଣ ପିନ୍ଧିବେ ଏବଂ କ'ଣ ପିନ୍ଧିବେ ନାହିଁ ଏହା ତାଙ୍କର ବ୍ୟକ୍ତିଗତ ପସନ୍ଦ ଏବଂ ଏକ ବ୍ୟକ୍ତିଗତ ବିଷୟ ମଧ୍ୟ' ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ମହିଳାମାନଙ୍କୁ ସେମାନଙ୍କ ସ୍କର୍ଟ ଏବଂ ନେକଲାଇନ୍ ଦେଖି ଜଜ କରାଯାଏ ।ଯାହା ସମ୍ପୁର୍ଣ୍ଣ ଭୁଲ ପୋଷାକ ଜଣେ ବ୍ୟକ୍ତିର ଅତ୍ୟନ୍ତ ବ୍ୟକ୍ତିଗତ ପସନ୍ଦ ।ଏହା ସହ ମଲାଇକା କହିଥିଲେ ସେ ବୋକା କି ମୁର୍ଖ ନୁହଁନ୍ତି ସେ କ'ଣ ପିନ୍ଧୁଛନ୍ତି ତାହା ଭଲ ଭାବରେ ଜାଣନ୍ତି ।

ଅରବାଜ ଖାନଙ୍କ ସହ ବିବାହ ବିଚ୍ଛେଦ ପରେ ମଲାଇକା ଅର୍ଜୁନ କପୁରଙ୍କୁ ଦୀର୍ଘ ଦିନ ହେବ ଡେଟ୍ କରୁଛନ୍ତି ।ଉଭୟଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବା ପାଇଁ ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+