55ତମ ଜନ୍ମଦିନ ପାଳୁଛନ୍ତି ମାଧୁରୀ ଦୀକ୍ଷିତ
55ତମ ବର୍ଷରେ ପାଦ ଦେଲେ ବଲିଉଡ ବିୟୁଟି ମାଧୁରୀ ଦୀକ୍ଷିତ। ନିଜର କିଲର ସ୍ମାଇଲରେ ଦର୍ଶକଙ୍କୁ ମତୁଆଲା କରନ୍ତି ଏହି ଅଭନେତ୍ରୀ ।
ମୁମ୍ବାଇ: 55ତମ ବର୍ଷରେ ପାଦ ଦେଲେ ବଲିଉଡ ବିୟୁଟି ମାଧୁରୀ ଦୀକ୍ଷିତ। ନିଜର କିଲର ସ୍ମାଇଲରେ ଦର୍ଶକଙ୍କୁ ମତୁଆଲା କରନ୍ତି ଏହି ଅଭନେତ୍ରୀ । ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ବଲିଉଡ ଅଭିନେତ୍ରୀ ଆଜି ବି ଚର୍ଚ୍ଚାରେ ।

ମାଧୁରୀ 15 ମଇ 1967 ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କଳାପ୍ରତି ତାଙ୍କର ଦୁର୍ବଳତା ତାଙ୍କୁ ଆଜି ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ କରେଇ ପାରିଛି । ତାଙ୍କ ନୃତ୍ୟ ଦକ୍ଷତା ସହିତ ପୁରା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ । ମାଧୁରୀ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ 1984 ରେ 'ଅବୋଧ' ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ । 80 ଦଶକରେ ସେ 'ତେଜାବ' (1988), 'ରାମ ଲଖନ' (1989) ଏବଂ 'ତ୍ରିଦେବ' (1989) ଆଦି ଚଳଚ୍ଚିତ୍ରରେ କାମ କରିଛନ୍ତି ।

ମାଧୁରୀ ତାଙ୍କ ଦମଦାର ଅଭିନୟ ପାଇଁ 6 ଟି ଫିଲ୍ମଫେୟାର ପୁରସ୍କାର ନିଜ ନାଁରେ କରିଛନ୍ତି । 2012 ରେ ଫୋର୍ବସ୍ ଇଣ୍ଡିଆର ସେଲିବ୍ରିଟି 100 ତାଲିକାରେ ଦୀକ୍ଷିତ ସାମିଲ ଥିଲା ତାଙ୍କର ନାମ । କେବଳ ସିନେମା ନୁହେଁ ୱେବ ସିରିଜରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ସେ । ନିକଟରେ ୱେବ୍ ସିରିଜ୍ 'ଦ ଫେମ୍ ଗେମ୍'ରେ ନଜର ଆସିଥିଲେ ମାଧୁରୀ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications